Browsing Tag

ambulance

ହୁଗୁଳା ଟ୍ରାଫିକ ବ୍ୟବସ୍ଥା, ଭିଡରେ ଅଟକି ରହିଲା ଦୁଇଟି ଆମ୍ବୁଲାନ୍ସ

ଘଟଗାଁ(କେନ୍ୟୁଜ୍‌) : ଆମ୍ବୁଲାନ୍ସ ପାଇଁ ସମୟ ବଡ଼ ମୂଲ୍ୟବାନ । ଗୋଟିଏ ସେକେଣ୍ଡ ବିଳମ୍ବ ହେଲେ କୌଣସି ରୋଗୀର କିଛିବି ଘଟିପାରେ। ମାତ୍ର ଏଚିତ୍ର ଦେଖିଲେ ଜଣାପଡୁଛି ପ୍ରସାସନର ଚରମ ଅବହେଳା । ନୂଆ ବର୍ଷ ପାଇଁ ଆଜି ଘଟଗାଁ ମା ତାରିଣୀଙ୍କ ପୀଠକୁ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗି ରହିଥିଲା।…

କର୍ଣ୍ଣାଟକର ଏକ ଟୋଲ ପ୍ଲାଜାରେ ଭୟାବହ ଆମ୍ବୁଲାନ୍‌ସ ଦୁର୍ଘଟଣା, ଦେଖନ୍ତୁ ସିସିଟିଭି ଭିଡିଓ

କେନ୍ୟୁଜ୍(ବ୍ୟୁରୋ): ଭୟଙ୍କର ଦୁର୍ଘଟଣା । ଟୋଲ ପ୍ଲାଜାରେ ଆମ୍ବୁଲାନ୍‌ସ ଧକ୍କା । ରୋଗୀ ଓ ଆଟେଣ୍ଡାଣ୍ଟଙ୍କ ସମେତ ୪ ମୃତ । କର୍ଣ୍ଣାଟକର ଉଡୁପି ଜିଲ୍ଲାର ଏକ ଟୋଲ ପ୍ଲାଜାରେ ଘଟିଛି ଏହି ଭୟାବହ ଦୁର୍ଘଟଣା । କେତେ ଭୟଙ୍କର ଥିଲା ଦୁର୍ଘଟଣା । ତାହା ଟୋଲ୍‌ ପ୍ଲାଜାରେ ଲାଗିଥିବା ସିସିଟିଭି…

ଗାଁକୁ ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ,, ୨ କିମି ଖଟିଆରେ ବୁହା ହେଲେ ରୋଗୀ

ନୟାଗଡ଼ (କେନ୍ୟୁଜ): ଗାଁକୁ ରାସ୍ତା ନଥିବାରୁ ଯାଇ ପାରିଲା ନାହିଁ 108 ଆମ୍ବୁଲାନ୍ସ ଗାଡି । ଶେଷରେ ଅନ୍ୟ ଉପାୟ ନପାଇ ରୋଗୀଙ୍କୁ ୨ କିମି ଏକ ଖଟିଆରେ ଭାରା କରି ବୋହିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକର ଆଦିବାସୀ ବହୁଳ ଚଡେୟାପଲ୍ଲୀ ପଂଚାୟତର…