Below header
Browsing Tag

angul

ଆଠମଲ୍ଲିକ: ସଶସ୍ତ୍ର ଡକାୟତି ଘଟଣାରେ ୫ ଦୋଷୀ ସାବ୍ୟସ୍ତ, ୧୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଦେଲେ ଅଦାଲତ

ଆଠମଲ୍ଲିକ(କେନ୍ୟୁଜ୍): ଆଠମଲ୍ଲିକର ସହକାରୀ ଦୌରା ଜଜ ବିନୋଦ ବିହାରୀ ସାହୁଙ୍କ ଅଦାଲତରେ ଏକ ସଶସ୍ତ୍ର ଡକାୟତ ମାମଲାର ବିଚାର କରାଯାଇ ରାୟ ପ୍ରକାଶ ପାଇଛି । ଏହି ମାମଲାରେ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଏବଂ ପ୍ରତ୍ୟେକଙ୍କୁ ୫ ହଜାର ଲେଖାଏଁ…

ଅନୁଗୋଳରେ ଦୁଇଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜା: ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ(କେନ୍ୟୁଜ୍):  ଅନୁଗୋଳ ଜିଲ୍ଲା ତାଳଚେର ଅନ୍ତର୍ଗତ ଜଗନ୍ନାଥ ଏରିଆ ଓ ସୁଭଦ୍ରା ଏରିଆ ପାଇଁ ଦୁଇଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜା ହୋଇଛି । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଭୂମିପୂଜା କରିଛନ୍ତି । ଏଥିସହ…

ଅନୁଗୁଳରେ ESI ଡାକ୍ତରଖାନା ଓ ଝାରସୁଗୁଡ଼ାରେ ESIC କାର୍ଯ୍ୟାଳୟକୁ ଲୋକାର୍ପିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଅନୁଗୁଳ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ଆଠ ବର୍ଷ ପୂର୍ତ୍ତି ଅବସରରେ ଅନୁଗୁଳ ଜିଲ୍ଲା ବଳରାମପ୍ରସାଦଠାରେ ଆୟୋଜିତ ହୋଇଯାଇଛି ଗରିବ କଲ୍ୟାଣ ସମ୍ମିଳନୀ। କାର୍ଯ୍ୟକ୍ରମରେ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରମେଶ୍ୱର ତେଲି ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର…

ଗାଁ ଦାଣ୍ଡରେ ଦଣ୍ଡନୃତ୍ୟ ଦେଖୁଥିବା ବେଳେ ହତ୍ୟାକାଣ୍ଡ, ଟାଙ୍ଗିଆ ଚୋଟରେ ଗଲା ଜଣଙ୍କ ଜୀବନ

ଅନୁଗୁଳ(କେନ୍ୟୁଜ୍) : ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁର ଗ୍ରାମରେ ଅଭାବନୀୟ ଘଟଣା। ରାଜନୈତିକ ଆକ୍ରୋଶରୁ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଗାଁ ଦାଣ୍ଡରେ ଦଣ୍ଡନୃତ୍ୟ ଦେଖୁଥିବା ବେଳେ ଟାଙ୍ଗିଆ ଚୋଟରେ ବିଜେପି ସମର୍ଥିତ କର୍ମୀ ସାଗର ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ନେଇ…

ଇଏ କି ପ୍ରେମ ! ପାଞ୍ଚ ବର୍ଷର ଛୁଆକୁ ଛାଡ଼ି ସମ୍ପର୍କୀୟ ଦିଅର ସହ ଫେରାର ହେଲା ମା’

ଅନୁଗୁଳ: ସ୍ୱାମୀ- ଛୁଆ ଛାଡ଼ି ପ୍ରେମିକ ସହ ମହିଳା ଚମ୍ପଟ। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅଞ୍ଚଳରେ ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳା ସମ୍ପର୍କୀୟ ଦିଅର ସହ କୁଆଡ଼େ ପଳାଇ ଯାଇଛନ୍ତି। ବହୁ ଖୋଜା ଖୋଜି ପରେ କିଛି ପତ୍ତା ନ ପାଇବାରୁ ମହିଳାଙ୍କ ସ୍ୱାମୀ…