ପ୍ରେମିକ ଜାଳିଦେଲା ପ୍ରେମିକାର ଘର
ଭଦ୍ରକ: ମୁଁ ତୋ ପାଖାପଖିରେ ଅଛି ତତେ ଦେଖା କରିବାକୁ ଚାହୁଁଛି । ଯଦି ମୋତେ ନ ଦେଖା କରିବୁ ତାହାଲେ ଜଣ ଜଣକୁ ହରେଇ ବସିବୁ…ସତ କଥା ଏଇଟା । ୟା ପରେ ମୋତେ ଦୋଷ ଦେବୁନି । ତୁ ଯୋଉଠି ଅଛୁ ମୁଁ ଜାଣିଛି ହେଲା ମୁଁ ରାଗିବିନି ତୁ ମୋତେ ଦେଖା କରିବୁ ଆଜି ହେଲା….ଏ ଥିଲା ପ୍ରେମିକର ମେସେଜ । ଏହି…