Browsing Tag

arjuna award

ଅର୍ଜୁନ ଆଓ୍ଵାର୍ଡ ମିଳିବା ପରେ ପରିବାର ସହିତ ଖୁସି ମନାଇଲେ ଶାମି, ସମସ୍ତଙ୍କ ପାଇଁ ଲେଖିଲେ ଭାବନାତ୍ମକ ପୋଷ୍ଟ

ଭାରତୀୟ ଟିମର ଷ୍ଟାର ବୋଲର ମହମ୍ମଦ ଶାମିଙ୍କୁ ଅର୍ଜୁନ ଆଓ୍ଵାର୍ଡରେ ପୁରସ୍କୃତ କରାଯାଇଛି । ଏହି ସମ୍ମାନ ମିଳିବା ପରେ ନିଜ ପରିବାର ସହିତ ଖୁସି ସେଲିବ୍ରେସନ କରିଛନ୍ତି ଶାମି । ଶାମି ସୋସିଆଲ ମିଡିଆରେ ଏକ ଭାବବିହ୍ଵଳ ପୋଷ୍ଟ କରିଛନ୍ତି । ୨୦୨୩ ଦିନିକିଆ ବିଶ୍ୱକପରେ ଶାମି କମାଲ କରିଛନ୍ତି ।…

ସମ୍ମାନଜନକ ଅର୍ଜ୍ଜୁନ ପୁରସ୍କାର ପାଇଁ ୨୫ ନାମ ସୁପାରିଶ, ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ପାଇଁ ଟେବଲ ଟେନିସ…

ନୂଆଦିଲ୍ଲୀ : ସମ୍ମାନଜନକ ଅର୍ଜ୍ଜୁନ ପୁରସ୍କାର ପାଇଁ ୨୫ ଜଣ ଖେଳାଳୀଙ୍କ ନାମ ସୁପାରିଶ କରାଯାଇଛି । ଏଥିସହ ସମ୍ମାନଜନକ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ପାଇଁ ଟେବଲ ଟେନିସ ଷ୍ଟାର ଅଚାନ୍ତ ସାର୍ଥ କମାଲଙ୍କ ନାମ ସୁପାରିଶ କରାଯାଇଛି । ବ୍ରିମିଙ୍ଗହାମ ଠାରେ ହୋଇଥିବା କମନ େଓ୍ଵଲ୍‌ଥ…