Browsing Tag

asani

ସମ୍ଭାବ୍ୟ ବାତ୍ୟକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଚେତାବନୀ, ମତ୍ସ୍ୟଜୀବୀଙ୍କୁ ସମୂଦ୍ରରୁ ଫେରିବାକୁ…

ଭୁବନେଶ୍ବର(କେନ୍ୟୁଜ୍): ସମ୍ଭାବ୍ୟ ବାତ୍ୟକୁ ଦୃଷ୍ଟିରେ ରଖ୍ ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା, ମତ୍ସ୍ୟଜୀବୀ ମାନଙ୍କୁ ୮ ତାରିଖ ଠାରୁ ମାଛ ଧରିବାକୁ ଗଭୀର ସମୁଦ୍ର ମଝିକୁ ନଯିବା ପାଇଁ ବାରଣ କରିବା ସହ ଯେଉଁ ମତ୍ସ୍ୟଜୀବୀ ମାନେ ମାଛ ଧରିବାକୁ ସମୁଦ୍ର ମଝିକୁ ଯାଇଛନ୍ତି ୮…

ବାତ୍ୟା ଛୁଇଁ ନପାରେ ଓଡ଼ିଶା ଉପକୂଳ, ପ୍ରଭାବରେ ୧୦ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା ହେବ

ଭୁବନେଶ୍ବର(କେନ୍ୟୁଜ୍):ସମ୍ଭାବ୍ୟ ବାତ୍ୟା ଅସାନୀ ଓଡ଼ିଶା ଉପକୂଳ ଛୁଇଁବନି । ତେବେ ଏହାର ପ୍ରଭାବରେ ୧୦ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା ହେବ । ୩ ଜିଲ୍ଲା ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୦ ତାରିଖରେ ସମୁଦ୍ରରେ ଘଣ୍ଟା ପ୍ରତି ୮୦ରୁ ୯୦ କିଲୋମିଟର…

ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼େ ମୁହାଁଇବ ବାତ୍ୟା ଅସାନୀ! ପ୍ରଭାବରେ ଏହି ୪ ଜିଲ୍ଲାରେ ପ୍ରବଳ ବର୍ଷା…

ଭୁବନେଶ୍ବର(କେନ୍ୟୁଜ): ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼େ ମୁହାଁଇବ ବାତ୍ୟା ଅସାନୀ । ୧୦ ତାରିଖରେ ଉପକୂଳଠାରୁ ୨୫୦ କି.ମି ଦୂରରେ ରହିଥିବ ସାମୁଦ୍ରିକ ଝଡ଼ । ତେବେ ଏହାର ପ୍ରଭାବରେ ୪ ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି…

ଆସୁଛି ବାତ୍ୟା ଅସାନୀ, ମତ୍ସ୍ୟଜୀବୀମାନେ ସମୂଦ୍ରରୁ ଫେରି ଆସିବାକୁ ଅନୁରୋଧ କଲେ SRC

ଭୁବନେଶ୍ବର(କେନ୍ୟୁଜ୍): ଆସୁଛି ସମ୍ଭାବ୍ୟ ବାତ୍ୟା ଅସାନୀ। ୪ଟି  ଜିଲ୍ଲାରେ ବର୍ଷା ସମ୍ଭାବନା।  ୭ ତାରିଖ ସନ୍ଧ୍ୟା ସୁଦ୍ଧା ଅଧିକ ଘନିଭୂତ ହୋଇ ଅବପାତରେ ପରିଣତ ହେବ। ଅବପାତ ପରେ IMD ବାତ୍ୟାର ଚିତ୍ର ସ୍ପଷ୍ଟ କରିବ।  ୮ ସୁଦ୍ଧା ମତ୍ସ୍ୟଜୀବୀମାନେ ସମୂଦ୍ରରୁ ଫେରି ଆସିବାକୁ ଅନୁରୋଧ…