Below header
Browsing Tag

Ashwin momth

ଆଜିଠାରୁ ଆରମ୍ଭ ହେଲା ଆଶ୍ୱିନ ମାସ, ଏହିସବୁ ଜିନିଷ ପ୍ରତି ରଖନ୍ତୁ ଧ୍ୟାନ ମିଳିବ ଦୁଇ ଗୁଣ ପୁଣ୍ୟ

ସନାତନ ଧର୍ମରେ ପ୍ରତି ମାସର ବିଶେଷ ମହତ୍ତ୍ୱ ରହିଛି। ସେହିଭଳି ଆଶ୍ୱିନ ମାସର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ବର୍ଷର ସପ୍ତମ ମାସକୁ ଆଶ୍ୱିନ ମାସ କୁହାଯାଏ । ଭଗବାନ ଏବଂ ପିତୃପୁରୁଷଙ୍କ ଉପାସନା ଦୃଷ୍ଟିରୁ ଏହି ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା…