Browsing Tag

Ask DISHA

IRCTC ବିନା ଆପଣ କରିପାରିବେ ଟ୍ରେନ ଟିକେଟ ବୁକ ଓ ପାଇପାରିବେ ରିଫଣ୍ଡ, ଜାଣନ୍ତୁ ସହଜ ଷ୍ଟେପ

କ'ଣ ଆପଣ ବି ଅନଲାଇନରେ ଟ୍ରେନ ଟିକେଟ ବୁକ କରୁଛନ୍ତି? ତେବେ ଏହି ଖବର ଆପଣଙ୍କ ପାଇଁ.. ଏବେ ଟ୍ରେନ ଟିକେଟ ବୁକ ପାଇଁ ଆଉ ଆଇଆରସିଟିସି ଆକାଉଣ୍ଟ ର ଆଇଡି ଓ ପାସଓ୍ଵାର୍ଡର ଆବଶ୍ୟକତା ନାହିଁ। କେବଳ ଏତିକି ନୁହେଁ ବରଂ ଟିକେଟ କ୍ୟାସନଲ ପରେ ରିଫଣ୍ଡ ମଧ୍ୟ ଆପଣଙ୍କୁ ଫଟାଫଟ ପାଇବେ। ଟ୍ରେନ…