Below header
Browsing Tag

assam

ଆସାମ ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବଲିଉଡ୍‌ ସେଲିବ୍ରିଟି, ଅମୀର ଖାନ୍‌ଙ୍କ ଠାରୁ କରନ୍‌ ଜୋହରଙ୍କ…

ବନ୍ୟା ଯୋଗୁ ଆସାମରେ ଏବେ ସ୍ଥିତି ସାଂଘାତିକ। ଆସାମର ୨୬ ଜିଲ୍ଲାରେ ଏବେ ବନ୍ୟା ଯୋଗୁ ଲୋକମାନେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଯୁଆଡ଼େ ଦେଖିବ ପାଣି, ପାଣି ଆଉ ପାଣି। ଏହି ୨୬ଟି ଜିଲ୍ଲାର ୧୬୦୦ ଗାଁ ବି ଏବେ ଜଳାର୍ଣ୍ଣବ ରହିଛି। ବନ୍ୟା ପାଣିରେ ସବୁ ଅଞ୍ଚଳ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି। ରାଜ୍ୟର…

ଆସାମ ବନ୍ୟା ପ୍ରପୀଡ଼ିତଙ୍କୁ ସହାୟତାର ହାତ ବଢ଼ାଇଲେ ଆମିର ଖାନ, ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଦାନ କଲେ ଏତେ ଲକ୍ଷ…

ଆସାମ ବର୍ତ୍ତମାନ ଭୀଷଣ ବନ୍ୟା ପରିସ୍ଥିତିରେ ରହିଛି। ଯେଉଁଆଡ଼େ ଚାହିଁବ, ସେହିଆଡ଼େ କେବଳ ପାଣି ହିଁ ପାଣି। ଏହି ବନ୍ୟାରେ ୨୧ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏମିତି ସ୍ଥିତିରେ ସାରା ଦେଶରୁ ଆସାମକୁ ସହାୟତା ଛୁଟୁଛି। ଏହିପରି ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ଆସାମର…

ଆସାମରେ ବନ୍ୟା ସ୍ଥିତି ଗମ୍ଭୀର: ଚଳିତବର୍ଷ ୧୧୭ ଟପିଲା ମୃତକଙ୍କ ସଂଖ୍ୟା, ଏବେ ବି ଉଦ୍ଧାର କାର୍ଯ୍ୟ ଜାରି

ଦେଶର ପୂର୍ବୋତ୍ତର ରାଜ୍ୟ ଆସାମର ଅନେକ ଜିଲ୍ଲାରେ ନଦୀର ଜଳ ସ୍ତର ବିପଦ ସଙ୍କେତ ଉପରେ ଚାଲିଛି। ଫଳରେ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିଛି। ଆସାମରେ ବନ୍ୟା ଯୋଗୁ ଶୁକ୍ରବାର ଦିନ ୪୫.୩୪ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ଆସାମରେ ବନ୍ୟା କାରଣରୁ ୧୦ ଜଣଙ୍କ…

ଆସାମର ଲେଡି ସିଙ୍ଘମ୍‌ ଅଫିସର ଜନମୋନି ରାଭା ଗିରଫ; ଭାବୀ ସ୍ୱାମୀଙ୍କ ସହ ମିଶି ଲୋକଙ୍କଠୁ ଠକିଥିଲେ ଲକ୍ଷାଧିକ ଟଙ୍କା

ଆସାମର ଲେଡି ସିଙ୍ଘମ୍‌ ନାଁରେ ଚର୍ଚ୍ଚାକୁ ଆସିଥିବା ପୋଲିସ ଅଫିସର ଜନମୋନି ରାଭାଙ୍କୁ ଏକ ଠକେଇ ମାମଲାରେ ଗିରଫ କରାଯାଇଛି। ଗତ ମାସରେ ହିଁ ଜନମୋନି ନିଜ ଭାବୀ ସ୍ୱାମୀଙ୍କ ହାତରେ ହାତକଡ଼ି ପକାଇଥିଲେ। ମଙ୍ଗେତରଙ୍କୁ ଗିରଫ କରାଇ ଜନମୋନି ସେତେବେଳେ ବେଶ୍‌ ଚର୍ଚ୍ଚାକୁ ଆସିଥିଲେ। ଆଉ ଏବେ ସେ…

ଚର୍ଚ୍ଚିତ ମହିଳା ଏସ୍‌ଆଇ ଜୁନମୋନି ରାଭାଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ! ଖୁବ୍‌ଶୀଘ୍ର ହୋଇପାରନ୍ତି ଗିରଫ

ନିକଟରେ ନିଜ ଭାବୀ ସ୍ୱାମୀଙ୍କୁ ଠକେଇ ଅଭିଯୋଗରେ ଗିରଫ କରିଥିବା ମହିଳା ସବ୍‌ ଇନ୍ସପେକ୍ଟର ଜୁନମୋନି ରାଭା ଏବେ ପୁଣିଥରେ ଚର୍ଚ୍ଚାରେ। ଏଥର ଭାବୀ ସ୍ୱାମୀ ନୁହଁନ୍ତି, ବରଂ ସେ ନିଜେ ଫସିଛନ୍ତି। ତାଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆସିଛି। ଆସାମ ପୋଲିସରେ ସବ୍‌ ଇନ୍ସପେକ୍ଟର ରୂପେ…

କର୍ତ୍ତବ୍ୟ ଆଗ : ବିବାହ ପୂର୍ବରୁ ଭାବୀ ସ୍ୱାମୀଙ୍କୁ ହାତକଡ଼ି ପିନ୍ଧାଇଲେ ମହିଳା ପୋଲିସ ଅଫିସର

ନୂଆଦିଲ୍ଲୀ : ଆମ ଭାରତୀୟ ସମାଜରେ ବିବାହ ପରି ଏକ ପବିତ୍ର ସମ୍ପର୍କକୁ ନେଇ ଉଭୟ ବରପକ୍ଷ ଓ କନ୍ୟାପକ୍ଷରୁ ବେଶ ଖୁସି ରହିଥାନ୍ତି । ତେବେ ଅନେକ କ୍ଷେତ୍ରରେ ଏହି ସାମାଜିକ ଉତ୍ସବ ପୂର୍ବରୁ ଓ ପରେ ନାନା ପ୍ରକାରର ଅଘଟଣ, ଠକାମି ଦେଖିବାକୁ ମିଳିଥାଏ । ସେହିପରି ଏକ ଘଟଣା ଦେଖିବାକୁ ମିଳିଛି…

ଆସାମରେ ପ୍ରକୃତିର ବିପର୍ଯ୍ୟୟ: ତୁହାକୁ ତୁହା ବର୍ଷା ସାଙ୍ଗକୁ ବଜ୍ରପାତରେ ଗଲା ୧୪ ଜୀବନ

ନୂଆଦିଲ୍ଲୀ : ଉତ୍ତର ଭାରତ ସମେତ ଦେଶର ଅନେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାପମାତ୍ରା ବଢିବା ସହିତ ପାଗ ଶୁଖିଲା ମଧ୍ୟ ଶୁଖିଲା ରହୁଛି। ଏଥି ସହିତ ତାମିଲନାଡୁ, କେରଳ ଏବଂ ଆସାମ ସମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ସମ୍ପ୍ରତି…

ମୃତ୍ୟୁର ୧୦ ମାସ ପରେ ଦୁଇ ଭଉଣୀଙ୍କ ଆତ୍ମାକୁ ମିଳିଲା ନ୍ୟାୟ… ଦୁଷ୍କର୍ମ କରି ହତ୍ୟା କରିଥିବା ୩ ଦୋଷୀଙ୍କୁ ତ୍ୱରିତ…

ଆସାମର କୋକରାଝର୍‌ ଜିଲ୍ଲା ସେସନ୍ସ କୋର୍ଟ ୩ ଯୁବକଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ଖବର ରହିଛି କି, ୨୦୨୧ ଜୁନ୍‌ ୧୧ରେ କୋକରାଝର୍‌ରେ ଦୁଇ ଭଉଣୀଙ୍କ ସହିତ ଦୁଷ୍କର୍ମ ପରେ ସେମାନଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଘଟଣା ପରେ ପୋକ୍ସୋ ଆକ୍ଟ ଅଧୀନରେ ୩ ଅଭିଯୁକ୍ତ ଯୁବକଙ୍କ ନାଁରେ…

ଚା’ର ନାଁ ‘ଜେଲେନସ୍କି’…ଜାଣନ୍ତୁ କାହିଁକି ଏମିତି ଚା’ ତିଆରି କଲେ ଆସାମ କାରିଗର

ଭାରତୀୟ ଲୋକଙ୍କୁ ଚା’ ବହୁତ ପସନ୍ଦ। ସବୁଦିନ ସକାଳୁ ଉଠି ଗୋଟିଏ କପ୍‌ ଚା’ ପିଇବା ପ୍ରତି ଭାରତୀୟଙ୍କ ଅଭ୍ୟାସ। ଏଠି ଲୋକେ ଚା’ର ଏତେ ଦିଓ୍ଵାନା ଯେ ଏହା ସହିତ କୌଣସି ବି ପ୍ରକାର ସାଲିସ୍‌ କରନ୍ତି ନାହିଁ। ଭାରତରେ ଚା’କୁ କେହି ମୁକାବିଲା କରି ପାରନ୍ତି ନାହିଁ। ନିକଟରେ ଆସାମରେ ଏକ ଚା’…