Browsing Tag

astaranga

ଜାଲରେ ପଡିଲା ୩୦୦ କେଜିର ସାଙ୍କୁଚ, ଦାମ ୫୦ ହଜାରରୁ ଅଧିକ ଟଙ୍କା

ଅସ୍ତରଙ୍ଗ : ଜାଲରେ ପଡ଼ିଲା ୩୦୦ କେଜିର ମାଛ । ଅସ୍ତରଙ୍ଗ ଦେବୀ ନଦୀରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ବିରାଟକାୟ ସାଙ୍କୁଚ । ମାଛଟିର ଓଜନ ରହିଛି ୩୦୦ କେଜି । ଓସାର ପ୍ରାୟ ୧୨ ଫୁଟ ହେବ । କୋଲକାତା ବଜାରରେ ମାଛର ଦାମ ୫୦ ହଜାରରୁ ଅଧିକ ଟଙ୍କା ହେବ। ପ୍ରାୟ ଦୁଇ ଘଣ୍ଟାର ପରିଶ୍ରମ ପରେ…

ଅସ୍ତରଙ୍ଗ ଅଞ୍ଚଳରେ କଙ୍କଡା ଚାଷ ପ୍ରତି ବଢୁଛି ଆଗ୍ରହ, ଭଲ ଲାଭ ଦେଉଛି କଙ୍କଡ଼ା ଚାଷ

କାକଟପୁର: ମଣିଷ ବଞ୍ଚିବା ପାଇଁ କେତେକ ମୌଳିକ ଉପାଦାନ ର ଆବଶ୍ୟକ ହୋଇଥାଏ । ସେଗୁଡିକ ମଧ୍ୟରୁ ଖାଦ୍ଯ ହେଉଛି ମୁଖ୍ୟ ମୌଳିକ ଉପାଦାନ । ଜଣେ ସୁସ୍ଥ ସତେଜ ମଣିଷ ପଛରେ ଖାଦ୍ୟର ଆବଶ୍ୟକ ରହିଛି । ସେହିଭଳି ଆମ ଭାରତର ଭିନ୍ନଭିନ୍ନ ରାଜ୍ୟର ଲୋକମାନଙ୍କ ମଧ୍ୟରେ ଖାଦ୍ୟ ଖାଇବାର ରୁଚି ଭିନ୍ନ ଭିନ୍ନ…

ମା’ ଉକୁଳେଇ ପୀଠ, ଏଠି ବିଶ୍ୱାସ ଆଗରେ ହାର ମାନିଛି ଚିକିତ୍ସା ବିଜ୍ଞାନ

କାକଟପୁର: ଓଡିଆରେ ଗୋଟେ କଥାଅଛି “ଭାବରେ ମିଳଇ ହରି ତର୍କେ ବହୁ ଦୂରେ” ଅର୍ଥାତ ଭକ୍ତି ଆଉ ବିଶ୍ବାସ ଥିଲେ ପାଷାଣ ପ୍ରତିମା ମଧ୍ୟ କଥା କହିପାରେ । ଆମ ପୁରାଣ ପୋଥି ,ଉପନିଷଦରେ ଭାବ ଭକ୍ତିକୁ ନେଇ ଅନେକ କଥା ରହିଛି । ଜଗନ୍ନାଥ ସଂସ୍କୃତିର କଥା ଯଦି ଆମେ କହିବା ତେବେ ଦାସିଆ ହାତର ନଡିଆ କୁ…

ପ୍ରକୃତିର ବିରଳ ଚିତ୍ର, ଅଲିଭ ରିଡ଼ଲେ ଶିଶୁ ସାବକଙ୍କ ଗହଳିରେ ପୁରି ଉଠିଛି ଅସ୍ତରଙ୍ଗ ସମୁଦ୍ର କୂଳ

ପ୍ରକୃତିର ବିରଳ ଚିତ୍ର । ଅଲିଭ ରିଡ଼ଲେ ଶିଶୁ ସାବକଙ୍କ ଗହଳିରେ ପୁରି ଉଠିଛି ଅସ୍ତରଙ୍ଗ ସମୁଦ୍ର କୁଳ । ସମୁଦ୍ର ଉପରେ ସିନ୍ଦୁରା ଫାଟି ସୂର୍ଯ୍ୟଙ୍କ କିରଣ ସମୁଦ୍ରର ଜଳରାଶିକୁ ରଙ୍ଗୀନ କରୁଥିବା ବେଳେ ଅସ୍ତରଙ୍ଗ ସମୁଦ୍ର କୂଳରେ ହଜାର ହଜାର ସଂଖ୍ୟାରେ ଶିଶୁ କଇଁଛମାନେ ଅଣ୍ଡା ଫୁଟାଇ ବାହାରି…

ଅଣ୍ଡାରୁ ଫୁଟି ଅଲିଭ ରିଡ଼ଲେ ଶାବକ ଏବେ ସମୁଦ୍ର ମୁହାଁ, ଚାରୋଟି ଅସ୍ଥାୟୀ କ୍ୟାମ୍ପ କରିଛି ଅସ୍ତରଙ୍ଗ ବନାଞ୍ଚଳ

ଅସ୍ତରଙ୍ଗ : ଅଣ୍ଡା ଦେଇ ମାଆ ଚାଲିଗଲା ।  ଆଉ ଏବେ ଅଣ୍ଡା ଫୁଟି ଶିଶୁ ଶାବକ ସମୁଦ୍ର ମୁହାଁ ।  ପୁରୀ ଜିଲ୍ଳା ଅସ୍ତରଙ୍ଗର ଦେବୀ ମୁହାଣ ଅଞ୍ଚଳରେ କଇଁଛ ଅଣ୍ଡାକୁ ବନ କର୍ମଚାରୀମାନେ ସଂଗ୍ରହ କରି ଅସ୍ଥାୟୀ ହାଚେରିରେ ସୁରକ୍ଷିତ ରଖିଥାନ୍ତି ।  ୪୫ରୁ ୫୦ ଦିନ ମଧ୍ୟରେ ଶିଶୁ ଶାବକ ଜନ୍ମନେଇ…

ବିଦ୍ୟୁତ କଟିଲେ ଥାନା ଅନ୍ଧାର, ମୋବାଇଲ ଟର୍ଚ୍ଚରେ କାର୍ଯ୍ୟ କରୁଛନ୍ତି ପୋଲିସ

ଅସ୍ତରଙ୍ଗ : କିଟିକିଟି ଅନ୍ଧାରରେ ଚାଲିଛି କାମ । ଅନ୍ଧାର ଭିତରେ ମୋବାଇଲ ଫ୍ଲାସ୍ ଲାଇଟରେ ଥାନା ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀ କାର୍ଯ୍ୟ କରୁଥିବାର ଚିତ୍ର ନଜରକୁ ଆସିଛି । ଅନ୍ଧାରରେ ସାଧାରଣ ଲୋକମାନେ ମଧ୍ୟ ଥାନା ପରିସରରେ ମୋବାଇଲ ଫ୍ଲାସ ଲାଇଟ ଧରି ଯିବାଆସିବା କରୁଥିବା ଦେଖିବାକୁ…

ସରକାରୀ କର୍ମଚାରୀଙ୍କର ଅଛି ରାସନକାର୍ଡ, ଅଯୋଗ୍ୟଙ୍କୁ ହଟାଇ ଯୋଗ୍ୟଙ୍କୁ ସାମିଲ କରାଯିବ କହିଲେ ଏମଆଇ

ଅସ୍ତରଙ୍ଗ ଏବଂ କାକଟପୁର: ସରକାରୀ କର୍ମଚାରୀଙ୍କ ନାଁରେ ରାସନ କାର୍ଡ ।  ଅସ୍ତରଙ୍ଗ ଏବଂ କାକଟପୁର ବ୍ଲକରେ ୧୬୩ ସରକାରୀ ବେତନ ଭୋଗୀ ପରିବାରଙ୍କ ନାଁରେ ରାସନ କାର୍ଡ ରହିଛି।  ଅସ୍ତରଙ୍ଗ ବ୍ଲକରେ ୬୨ଓ କାକଟପୁର ବ୍ଲକରେ ୧୦୧ ଜଣ ସରକାରୀ କର୍ମଚାରୀଙ୍କ ନାଁରେ ରାସନକାର୍ଡ ରହିଛି ।  ଏବେ ଅନେକ…

ଅସ୍ତରଙ୍ଗ ବନାଞ୍ଚଳରେ ଚାଲିଛି ଡଲଫିନ ଗଣନା, ଗଠନ କରାଯାଇଛି ୪ଟି ଟିମ

କାକଟପୁର : ଅସ୍ତରଙ୍ଗ ବନାଞ୍ଚଳ ଅଞ୍ଚଳରେ ଚାଲିଛି ଡଲଫିନ ଗଣନା । ସମୁଦ୍ର ଓ ନଦୀ ମଧ୍ୟରେ ରହୁଥିବା ଡଲଫିନଙ୍କ ଗଣନା କରୁଛି ବନ ବିଭାଗ । ସୋମବାରଠାରୁ ଗଣନା ଆରମ୍ଭ ହୋଇଥିବା ବେଳେ ଏହା ତିନି ଦିନ ଧରି ଚାଲିବ । ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ ମୋନାଲିସା ମହାପାତ୍ରଙ୍କ ନେତୃତ୍ଵରେ ଚାରୋଟି ଟିମ…

ଦେବୀ ନଦୀରେ ବିଦେଶୀ ପକ୍ଷୀଙ୍କ ସମ୍ଭାର, ପର୍ଯ୍ୟଟକଙ୍କୁ ଟାଣି ଆଣୁଛି ନୂଆ ଅତିଥିଙ୍କ କିଚିରି ମିଚିରି ଶବ୍ଦ

ନଦୀ ସମୁଦ୍ର ଘେରା ଅସ୍ତରଙ୍ଗ ଅଞ୍ଚଳ । ଏଠାରେ ପ୍ରବାହିତ ଦେବୀ ନଦୀ, କାଦୁଆ ନଦୀ ଏବଂ ପ୍ରାଚୀ ନଦୀ ବଙ୍ଗୋପସାଗର ସହିତ ମିସିଛନ୍ତି । ଅସ୍ତରଙ୍ଗ ଅଞ୍ଚଳରେ ପ୍ରବାହିତ ନଦୀ ସମୁଦ୍ର ଜୈବବିବିଧତାରେ ପରିପୂର୍ଣ ହୋଇ ରହିଛି । ଏଠାରେ ରହିଥିବା ହେନ୍ତାଳ ଜଙ୍ଗଲ ବନ୍ୟ ପ୍ରାଣୀଙ୍କ ପାଇଁ ପାଲଟିଛି…

ଦେବୀ ମୁହାଣରେ ଟ୍ରଲର ଅଚଳ ଘଟଣା, ୧୪ କର୍ମଚାରୀଙ୍କୁ ଉଦ୍ଧାର ପାଇଁ ପୁଣି କରାଯିବ ରେସକ୍ୟୁ

କାକଟପୁର : ଅସ୍ତରଙ୍ଗ ଦେବୀ ମୁହାଣରେ ଦୁଇ ଟ୍ରଲର ଅଚଳ । ଫସିଛନ୍ତି ୧୪ ଟ୍ରଲର କର୍ମଚାରୀ । ସେମାନଙ୍କୁ ଉଦ୍ଧାର ପାଇଁ ତଟରକ୍ଷୀ ବାହିନୀକୁ ଆକୁଳ ନିବେଦନ I ପାଗ ଖରାପ ଯୋଗୁ ଗତକାଲି ଉଦ୍ଧାର ପାଇଁ ଯାଇଥିବା ସାମୁଦ୍ରିକ ଥାନା ସ୍ପିଡ଼ ବୋଟ ମୁହାଣ ମୁହଁରୁ ଫେରିଆସିଥିଲା । ଆଜି ପୁଣି ରେସକ୍ୟୁ…

କ୍ରିକେଟ ମ୍ୟାଚକୁ ପର୍ବ ଭାବେ ପାଳନ କଲେ ଗାଁ ଲୋକେ, ମହିଳା ମାନଙ୍କ ପାଇଁ ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା

କାକଟପୁର (କେନ୍ୟୁଜ): କ୍ରିକେଟ ଖେଳ କଥା କହିଲେ ଏବେ ସାରା ଭାରତୀୟଙ୍କ ସବୁଠାରୁ ଅଧିକ ପସନ୍ଦର ଖେଳ । ଭାରତର ଜାତୀୟ ଖେଳ ହକି ହୋଇଥିଲେ ମଧ୍ୟ ଭାରତୀୟମାନେ କ୍ରିକେଟ ଖେଳକୁ ଅଧିକ ଖେଳିଥାନ୍ତି । ଗାଁ ଠାରୁ ସହର ସବୁଠାରେ କ୍ରିକେଟ ଖେଳର ଲୋକପ୍ରିୟତା ଦେଖିବାକୁ ମିଳିଥାଏ । ଏହି ଲୋକପ୍ରିୟ…