ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଘରୁ ଲୁଟ୍: ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୧୦ଭରି ସୁନା

ହାତ ଗୋଡ ବାନ୍ଧି ଲୁଟ୍ । ମାରଣାସ୍ତ୍ର ଦେଖାଇ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଲୁଟ୍ । କାକଟପୁର ଅସ୍ତରଙ୍ଗ ଥାନା ଆଳସାହି ଗାଁର ଘଟଣା । ପରିବାର ସଦସ୍ୟଙ୍କ ହାତଗୋଡ ବାନ୍ଧି ୧୦ଭରି ସୁନା ସହ ନଗଦ ୬୦ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ ।

କାକଟପୁର (କେନ୍ୟୁଜ): ହାତ ଗୋଡ ବାନ୍ଧି ଲୁଟ୍  । ମାରଣାସ୍ତ୍ର ଦେଖାଇ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଲୁଟ୍ । କାକଟପୁର ଅସ୍ତରଙ୍ଗ ଥାନା ଆଳସାହି ଗାଁର ଘଟଣା । ପରିବାର ସଦସ୍ୟଙ୍କ ହାତଗୋଡ ବାନ୍ଧି ୧୦ଭରି ସୁନା ସହ ନଗଦ ୬୦ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଖବର ପାଇ ଅସ୍ତରଙ୍ଗ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପରିବାର ପକ୍ଷରୁ ଏନେଇ ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.