ଆପଣଙ୍କର ଶ୍ୱାସ ରୋଗ ଅଛି କି? ତେବେ ଆପଣନ୍ତୁ ଏହି ଘରୋଇ ଉପଚାର
ବର୍ତ୍ତମାନ ସମୟରେ ଦେଖିବାକୁ ମିଳୁଛି ଯେ ଅନେକ ଲୋକଙ୍କର ଶ୍ୱାସ ଜନିତ ସମସ୍ୟା ଦେଖାଯାଉଛି । ଏହା ଏତେ କଷ୍ଟକର ହୋଇଥାଏ ଯେ ମଣିଷକୁ ଅନେକ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ । ଏମିତି ହିଁ ଏକ ଶ୍ୱାସ ଜନିତ ସମସ୍ୟା ହେଉଛି ଆସ୍ଥମା । ଶୀତ ଦିନରେ ଏହି ସମସ୍ୟା ତ ରୋଗୀକୁ ନାକେଦମ କରିଦିଏ ।…