Below header
Browsing Tag

atal setu

ଉଦଘାଟିତ ହେଲା ଦୀର୍ଘତମ ସେତୁ, ଦକ୍ଷିଣ ଓ ନଭି ମୁମ୍ବାଇକୁ ଯୋଡିବ, ୨ ଘଣ୍ଟାରୁ ୨୦ ମିନିଟକୁ ହ୍ରାସ ପାଇବ ଯାତ୍ରା ସମୟ

ଦେଶର ଭିତ୍ତିଭୂମି ବିକାଶରେ ଯୋଡି ହୋଇଛି ଆଉ ଏକ ସଫଳତା। ଉଦଘାଟିତ ହୋଇଛି ଦେଶର ଦୀର୍ଘତମ ଭୂକମ୍ପ ନିରୋଧୀ ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ ବା ଅଟଳ ସେତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଓ ନଭି ମୁମ୍ବାଇକୁ ଯୋଡୁଥିବା ଅଟଳ ବିହାରୀ ବାଜପେୟୀ ସେୱରି- ନାଭା ସେଭା ଅଟଳ ସେତୁ…

ଆଜି ଉଦଘାଟିତ ହେବ ‘ଅଟଳ ସେତୁ’, ଜାଣନ୍ତୁ କେଉଁ ଗାଡ଼ି ପାଇଁ କେତେ ଦେବାକୁ ପଡ଼ିବ ଟୋଲ୍ ଫି’

ନୂଆଦିଲ୍ଲୀ:  ଉଦଘାଟିତ ହେବ ଦେଶର ସବୁଠାରୁ ଦୀର୍ଘ ସାମୁଦ୍ରିକ ସେତୁ ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦକ୍ଷିଣ ଓ ନଭି ମୁମ୍ବାଇକୁ ଯୋଡୁଥିବା ଏହି ଦୀର୍ଘତମ ସେତୁ ଉଦଘାଟନ କରିବେ । ମୁମ୍ବାଇର ସେୱରି ଓ ରାଇଗଡ ଜିଲ୍ଲାର ନାଭା ସେଭା ମଧ୍ୟରେ ନିର୍ମିତ…