Browsing Tag

athagarh bandh

ଆଜି ୧୨ ଘଣ୍ଟିଆ ଆଠଗଡ଼ ବନ୍ଦ: ୭୧ ଖଣ୍ଡ ଗାଁ କଟକ ସଡ଼ିଏରେ ମିଶିବାକୁ ବିରୋଧ, ଗାଡି ଚଳାଚଳ ଠପ୍‌

ଆଠଗଡ଼(କେନ୍ୟୁଜ): ୧୨ ଘଣ୍ଟିଆ ଆଠଗଡ଼ ବନ୍ଦ। ୭୧ ଖଣ୍ଡ ଗାଁ କଟକ ସଡ଼ିଏରେ ମିଶିବାକୁ ବିରୋଧ କରି ବାର ଘଣ୍ଟିଆ ବନ୍ଦ ଡାକରା ଦେଇଛି ଆଠଗଡ଼ ସୁରକ୍ଷା ମଞ୍ଚ । ବନ୍ଦ ଯୋଗୁଁ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍‌ ହୋଇଯାଇଛି। ପୂର୍ବରୁ ଏହି ମିଶ୍ରଣ କୁ ବିଭିନ୍ନ ସଙ୍ଗଠନ ବିରୋଧ କରୁଥିବା…