Below header
Browsing Tag

attack doctor

ପୋଷ୍ଟମର୍ଟମ ରିପୋର୍ଟ ଭୁଲ ଥିବା ଅଭିଯୋଗରେ ଡାକ୍ତରଙ୍କ ଉପରେ ଆକ୍ରମଣ

ଗଜପତି (କେନ୍ୟୁଜ୍‌) : କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ଅଭିଯୋଗ । ଗଜପତି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କୁ ମାଡ ମାରିଲେ ମୃତ ଛାତ୍ରୀଙ୍କ ମାଆ । ମୃତ ଛାତ୍ରୀ ହେଲେ ସୌଦାମିନୀ । ତାଙ୍କ ମୃତ୍ୟୁ ପରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ ମାରିଛନ୍ତି ସୌଦାମିନୀଙ୍କ…

ଭୀମଭୋଇ ମେଡିକାଲରେ ଉତ୍ତେଜନା: ଡାକ୍ତରଙ୍କୁ ମାଡ ମାରିବା ଘଟଣାରେ ଗେଟରେ ତାଲା ପକାଇଲେ ଡାକ୍ତରୀ ଛାତ୍ର

ବଲାଙ୍ଗୀର (କେନ୍ୟୁଜ): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ହାଉସ ସର୍ଜନଙ୍କୁ ଆକ୍ରମଣ ଅଭିଯୋଗ । ଏହାକୁ ନେଇ ମେଡିକାଲ କଲେଜରେ ଉତ୍ତେଜନା ଦେଖାଦେଇଥିଲା । ଅଭିଯୋଗ ଅନୁଯାୟୀ, ହାଉସ ସର୍ଜନ ବିଶ୍ବରଂଜନ ସାହୁଙ୍କୁ ଦୁଇ ଜଣ ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଆହତ…