ପେଟ୍ରୋଲ୍ ଏବଂ ଡିଜେଲ୍ ଅପ୍ସନ ସହିତ ଲଞ୍ଚ ହେଲା Audi Q5 Sportback, ମିଳିବ ଆଡ଼ଭାନ୍ସ ଫିଚର୍ସ
ଅଡି ଏହାର ଏକଦମ୍ ନୂଆ Audi Q5 Sportback ଏସୟୁଭି ଉପସ୍ଥାପନ କରିଛି । ଏହାର ପୂର୍ବ ମଡେଲ୍ ପରି, ଏହା Q5 ର ଏକ କୁପ୍- SUV ଭ୍ୟାରିଆଣ୍ଟ । ନୂଆ Q5 ସ୍ପୋର୍ଟବ୍ୟାକ୍ ଜବରଦସ୍ତ ଡିଜାଇନ୍, ଡିଟେଲ୍ସ, ଅଧିକ ଫିଚର୍ସ ଏବଂ ମେକାନିକାଲ୍ ଅପଗ୍ରେଡ୍ ପାଇଛି । ଯେଉଁଥିପାଇଁ ଏହା ଖୁବ ସାନଦାର ହୋଇଛି…