ଗରମ ଡାଲିରେ ଶିଶୁ କନ୍ୟା ପଡିବା ଅଘଟଣ, କଟକ ମେଡିକାଲରେ ମୃତ
ମୋହନା : ଗରମ ଡାଲିରେ ପଡି ଶିଶୁ କନ୍ୟା ମୃତ l ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଦମାଦୁଆ ଅଞ୍ଚଳରେ ଏହି ଅଘଟଣ ୧୬ତାରିଖରେ ଘଟିଥିଲା । ଗୁରୁତର ଶିଶୁକନ୍ୟାକୁ ପ୍ରଥମେ ମୋହନା ଏବଂ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଶରୀରର ୭୦ଭାଗରୁ ଉର୍ଦ୍ଧ ଅଂଶ…