Below header
Browsing Tag

Bahanga train tragedy

କରମଣ୍ଡଳ ଟ୍ରେନ ଟ୍ରାଜେଡି : ମୃତାହତଙ୍କୁ ସ୍ଥାନାନ୍ତରଣ ପାଇଁ ବାୟୁସେନାର Mi-17 ହେଲିକପ୍ଟର ନିୟୋଜିତ

ଓଡ଼ିଶାର ବାଲେଶ୍ବର ବାହାନଗାଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ମୃତାହତ ହୋଇଥିବା ବ୍ୟକ୍ତିମାନଙ୍କୁ ସ୍ଥାନାନ୍ତରଣ କରିବା ଲାଗି ଭାରତୀୟ ବାୟୁସେନାର ଏମ୍ଆଇ-୧୭ ହେଲିକପ୍ଟର୍ ନିୟୋଜିତ କରାଯାଇଛି ବୋଲି ଇଷ୍ଟର୍ଣ୍ଣ କମାଣ୍ଡ ସୂଚନା ଦେଇଛି । ସୂଚନା ଅନୁସାରେ, ଉଦ୍ଧାର କାର୍ଯ୍ୟରେ ସାଧାରଣ…

ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ ସ୍ତବ୍ଧ ଅନେକ ଭାରତୀୟ କଳାକାର

ଓଡିଶାର ବାଲେଶ୍ୱର ବାହାନଗାଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା କେବଳ ଓଡ଼ିଶା ନୁହେଁ, ପୂରା ଦେଶକୁ ସ୍ତବ୍ଧ କରିଦେଇଛି। ଶୁକ୍ରବାର ସଂଧ୍ୟା ପ୍ରାୟ ୭ଟା ପାଖାପାଖି କରମଣ୍ଡଳ, ମାଲବାହୀ ଟ୍ରେନ ଓ ଯଶୋବନ୍ତପୁର ହାୱାଡା ଦୂରନ୍ତ ଏକ୍ସପ୍ରେସ ମଧ୍ୟରେ ହୋଇଥିବା ଏହି ଦୁର୍ଘଟଣା ଅତି ଭୟଙ୍କର ଥିଲା।…

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ବିରାଟ କୋହଲି, ସୋସିଆଲ ମିଡିଆରେ ସେୟାର କଲେ ଭାବବିହ୍ଵଳ ପୋଷ୍ଟ

ଓଡିଶା ବାଲେଶ୍ୱରର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଟିମ୍‌ ଇଣ୍ଡିଆର ଖେଳାଳି ବିରାଟ କୋହଲି । ବେଙ୍ଗାଲୁରୁ-ହାଓ୍ଵଡା ସୁପରଫାଷ୍ଟ ଏକ୍ସପ୍ରେସ, ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ ଏବଂ ମାଲବାହୀ ଟ୍ରେନ ଧକ୍କା ହୋଇଛି । ଘଟଣା ସ୍ଥଳରେ…

ଭୟଙ୍କର ଟ୍ରେନ ଦୁର୍ଘଟଣାରେ ବଦଳିଲା ଟ୍ରେନ ରୁଟ, ବାତିଲ ହେଲା ଏସବୁ ଟ୍ରେନ

ବାଲେଶ୍ବର ଜିଲ୍ଲା ବାହାନଗାରେ ଗତ କଲି ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଛାତିଥରା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ଏହି ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୩୮ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଥିବା ବେଳେ ଏହାର ସଂଖ୍ୟା ଆଗକୁ ବଢିବାର ଆଶଙ୍କା ରହିଛି ।…

ବାହାନଗା ଟ୍ରେନ ଟ୍ରାଜେଡି : ସ୍ଥିତିର ସମୀକ୍ଷା କରିବା ପାଇଁ ଜରୁରୀ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ମୋଦି

ବାଲେଶ୍ୱର ବାହାନଗାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାର ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି । ମୋଦିଙ୍କ ଅଧ୍ୟକ୍ଷତାରେ ସ୍ଥିତିର ସମୀକ୍ଷା କରାଯିବ । କେଉଁ ପର୍ଯ୍ୟନ୍ତ ଉଦ୍ଧାରକାର୍ଯ୍ୟ କାର୍ଯ୍ୟକାରୀ ହେଲାଣି ସେଥିପାଇଁ ବୈଠକ ଡକାଇଛନ୍ତି । ଟ୍ରେନ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା…

ଶବ ଖୋଜି ଖୋଜି ଧର୍ଯ୍ୟହରା ପରିବାର: କିଏ ଚେତା ହରାଉଛି ତ କିଏ ଫଟୋ ଧରି ବୁଲୁଛି

କେନ୍ୟୁଜ୍(ବ୍ୟୁରୋ): ପୁଅକୁ ଖୋଜି ଖୋଜି ଚେତା ହରାଉଛନ୍ତି ବାପା । ମୁହଁରେ ପାଣି ଛାଟି ଛାଟି ଚେତା ଫେରାଇବାକୁ ଚେଷ୍ଟା ଚଲାଇଛନ୍ତି ଉପସ୍ଥିତ ଲୋକେ । ଯେତେବେଳେ ବି ଟିକେ ଚେତା ଫେରୁଛି ସେତେବେଳେ ପୁଅକୁ ଖୋଜୁଛନ୍ତି । କହୁଛନ୍ତି ମୋ ପୁଅକୁ ଖୋଜିଆଣ ଟିକେ ମୋ ପୁଅକୁ ଦେଖା କରିଦିଅ।…

ବାହାନଗା ଟ୍ରେନ୍‌ ଟ୍ରାଜେଡି: ୨୩୮ରେ ପହଞ୍ଚିଲାଣି ମୃତ୍ୟୁ ସଂଖ୍ୟା, ଦକ୍ଷିଣ-ପୂର୍ବ ରେଲୱେର ସୂଚନା

ବାଲେଶ୍ୱର (କେନ୍ୟୁଜ): ବାହାନଗା ଟ୍ରେନ୍‌ ଟ୍ରାଜେଡି । ଲଗାତର ଭାବେ ବଢିଚାଲିଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୨୩୮ରେ ପହଞ୍ଚିଥିବା ବେଳେ ୯୦୦ ଆହତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ଦକ୍ଷିଣ-ପୂର୍ବ ରେଲୱେ ସୂଚନା ଦେଇଛନ୍ତି।…

ପଡିଛି ମୃତଦେହ ବାଜୁଛି ମୋବାଇଲ, କାନ୍ଦ ବୋବାଳିରେ ଫାଟି ପଡୁଛି ସାରା ପରିବେଶ

କେନ୍ୟୁଜ୍(ବ୍ୟୁରୋ): ସମୟ ଜୁନ୍ ୨ ତାରିଖ ଶୁକ୍ରବାର ୭ଟା ୫ ପାଖାପାଖି ହେବ। କରମଣ୍ଡଳ ଏକ୍ସପ୍ରେସ୍‌ ଅପ୍‌ ଟ୍ରେନ୍‌ ଏବଂ ଯଶୋବନ୍ତପୁର-ହାଓଡ଼ା ଟ୍ରେନ୍‌ ଡାଉନ୍‌ ଲାଇନ୍‌ରେ ଚାଲିଥିଲା। ଯାତ୍ରୀମାନଙ୍କ ମଧ୍ୟରୁ କିଏ ଖାଉଥିଲେ, କିଏ ଶୋଇଥିଲେ, କିଏ ମୋବାଇଲ୍‌ ଦେଖୁଥିଲେ। ଆଉ କିଏ ଘର…