Browsing Tag

balipatana

ଦଳିତ ଯୁବକଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା, ନିଜ ନାମରେ ମାମଲା ରୁଜୁ କଲେ ବାଲିପାଟଣା ଥାନା ଆଇଆଇସି

ଭୁବନେଶ୍ବର(କେନ୍ୟୁଜ୍):  ନିଜ ନାଁରେ ମାମାଲ ରୁଜୁ କଲେ ଥାନା ଅଧିକାରୀ। ଦଳିତ ଯୁବକକୁ ମାଡ଼ ମାରିବା ଆଇଆଇସିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଡିସିପିଙ୍କ ନିର୍ଦ୍ଦେଶ ପରେ ନିଜ ନାମରେ ମାମଲା ରୁଜୁ କଲେ ବାଲିପାଟଣା ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼।  ଏସଆଇ ରାକେଶ ସାମଲଙ୍କ ନାମରେ…