ବ୍ୟାଙ୍କକ୍ର ବଡ଼ ମଲ୍ରେ ଆଖିବୁଜା ଗୁଳି ଚଳାଇଲେ ୧୪ ବର୍ଷର ନାବାଳକ; ୪ ଜଣଙ୍କ ମୃତ୍ୟୁ
ଥାଇଲାଣ୍ଡର ବ୍ୟାଙ୍କକ୍ସ୍ଥିତ ଏକ ବଡ଼ ମଲ୍ରେ ମଙ୍ଗଳବାର ଗୁଳିକାଣ୍ଡ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ମଲ୍ରେ ମୁତୟନ ସୁରକ୍ଷାକର୍ମୀ ୧୪ ବର୍ଷର ଜଣେ ନାବାଳକଙ୍କୁ କାବୁ କରି ନେଇଛନ୍ତି। ସେପଟେ ଏହି ଘଟଣାରେ ଦୁଃଖ ପ୍ରକାଶ କରି ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ତଦନ୍ତ…