Browsing Tag

Beijing

ବେଜିଂ ଏୟାରପୋର୍ଟରେ ଲିଓନେଲ ମେସି ଅଟକ,  ଭିଡିଓ ଭାଇରଲ

ଫୁଟବଲ ସୁପରଷ୍ଟାର ଲିଓନେଲ ମେସିଙ୍କୁ ଚୀନ ପୋଲିସ ବେଜିଂ ଏୟାରପୋର୍ଟରେ ଅଟକ ରଖିଛି । ଖବର ମୁତାବକ, ମେସିଙ୍କ  ଭିସା ସମସ୍ୟା ନେଇ ତାଙ୍କୁ ଅଟକ ରଖାଯାଇଥିବା ଖବର ମିଳିଛି । ୩୦ ମିନିଟ୍‌ ପରେ ସମସ୍ୟା ସାମାଧାନ ହେବା ପରେ ମେସି ଯାଇଥିଲେ । ଏହି ଘଟଣା ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏହି…

ଚୀନ୍‌ରେ କରୋନା ସ୍ଥିତି ଅସମ୍ଭାଳ : ଶବଦାହ ପାଇଁ ଶ୍ମଶାନରେ ଲାଗୁଛି ଲମ୍ବା ଧାଡ଼ି, ଅପେକ୍ଷା କରିବାକୁ ପଡୁଛି ୩ ଦିନ

ନୂଆଦିଲ୍ଲୀ : କରୋନାର ଶେଷ ଠିକଣା ଚୀନ୍‌ । ଯେଉଁଠି ଉତ୍ପନ୍ନ ହୋଇଥିଲା ଶେଷରେ ସେଇଠି ଉତ୍ପାତ କରୁଛି ମହାମାରୀ । ଜିରେ କୋଭିଡ୍‌ ନୀତିରୁ ହଟିବା ପରେ ଚୀନ୍‌ରେ ସ୍ଥିତି ଅସମ୍ଭାଳ । ବେଜିଂରେ ଆରମ୍ଭ ହୋଇଛି ମଣିଷ ମଡ଼କ । ଶବଦାହ ପାଇଁ ଶ୍ମଶାନରେ ଲାଗୁଛି ଲମ୍ବା ଧାଡ଼ି । ୩ ଦିନ ଅପେକ୍ଷା…

ଅତିଷ୍ଠ କଲାଣି ‘ଜିରୋ କୋଭିଡ୍‌ ପଲିସି’; ଘରେ ବନ୍ଦୀ ୧୬.୫ କୋଟି ଲୋକ…ହୋଇପାରୁନି ଅନ୍ତିମ ସଂସ୍କାର କି ବିବାହ

ଚୀନରେ ଅତିଷ୍ଠ କଲାଣି ସରକାରଙ୍କ ‘ଜିରୋ କୋଭିଡ୍‌ ପଲିସି’। ମହାମାରୀ କାରଣରୁ ଏଠି ସରକାର ଯେଉଁ ଜିରୋ କୋଭିଡ୍‌ ପଲିସି ଆପଣାଇଛନ୍ତି, ତାହାକୁ ନେଇ ଦେଶରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ନୀତି ଯୋଗୁ ସାମାନ୍ୟ ମାମଲା ବି ସାମ୍ନାକୁ ଆସିଲେ କୋଟି କୋଟି ଜନସଂଖ୍ୟା ବିଶିଷ୍ଟ ସହରରେ ତୁରନ୍ତ…