ଇଞ୍ଜିନିୟରିଂ ପଢିଥିବା ପିଲାଙ୍କ ପାଇଁ ଖୁସି ଖବର, BELରେ ଖାଲି ପଡିଛି ପଦବୀ
ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (BEL) ଏକ ବଡ଼ ନିଯୁକ୍ତି ଅଭିଯାନ ଘୋଷଣା କରିଛି । BEL ଟ୍ରେନି ଇଞ୍ଜିନିୟର ପଦବୀ ପାଇଁ ଆବେଦନ ଆମନ୍ତ୍ରଣ କରିଛି । ବିଶେଷ କରି ଏହି ସୁଯୋଗ ଇଞ୍ଜିନିୟରିଂ ସମାପ୍ତ କରିଥିବା ପ୍ରାର୍ଥୀଙ୍କ ପାଇଁ ରହିଛି । ଆଜିଠାରୁ ଏହି ନୁଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା…