ଅନଲିମିଟେଡ 5G ଡାଟାରେ ଲାଗିବ ରୋକ୍
ଅନଲିମିଟେଡ ୫ଜି ଡାଟାର ମଜା ଉଠାଉଥିବା ଗ୍ରାହକଙ୍କୁ ଲାଗିବ ଶକ୍ତ ଝଟକା। ମିଡ଼ିଆ ରିପୋର୍ଟ ଅନୁସାରେ ଟେଲିକମ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ ମାନେ TRAI ରିଲାଏନ୍ସ ଜିଓ ଓ ଏୟାରଟେଲର ପ୍ଳାନରେ ଅନଲିମିଟେଡ ୫ଜି ଡାଟା ଅଫର କରିବାରେ ରୋକ ଲଗାଇଛି। ଟ୍ରାଇ ର ଏହି ଆକ୍ସନ ଭୋଡ଼ାଫୋନ ଆଇଡ଼ିଆ ର…