Browsing Tag

best 5g service

ଏହି ଆଠଟି ସହରରେ ଆଜିଠାରୁ ଲଞ୍ଚ ହେଲା ଏୟାରଟେଲ 5G ପ୍ଲସ୍ ସେବା, ଜାଣନ୍ତୁ ଆପଣ କିପରି ପାଇବେ ଏହାର ଫାଇଦା

ସାରା ଭାରତରେ ଆରମ୍ଭ ହୋଇସାରିଛି 5G ସେବା। ଯାହା ଅନେକ କ୍ଷେତ୍ରରେ ଭାରତକୁ ଆଗେଇ ନେବା ପାଇଁ ସାହାଯ୍ୟ କରିବ। ତେବେ ଭାରତରେ ଏୟାରଟେଲ 5 ଜି ପ୍ଲସର ସେବା ଆରମ୍ଭ ହୋଇଛି ଏବଂ ଦେଶରେ 5G ସ୍ପିଡ ସେବା ଯୋଗାଇବାକୁ ଏୟାରଟେଲ ପ୍ରସ୍ତୁତ ହୋଇଛି। ଭାରତରେ ଏୟାରଟେଲ 5 G ପ୍ଲସର ସେବା ଆରମ୍ଭ…