ସାମ୍ନାକୁ ଆସିଲା Nothing Phone 3 ଡିଜାଇନର ପ୍ରଥମ ଝଲକ୍, ଏହି ଦିନ କମ୍ପାନୀ କରିପାରିବ ଲଞ୍ଚ
ଯତେବେଳେ Nothing ର ନାମ ଉଠାଇଥାନ୍ତି ସେତେବେଳେ ଏକ ଚିତ୍ର ସାମ୍ନାକୁ ଆସିଥାଏ, ଯାହା ଟ୍ରାନ୍ସପରେଣ୍ଟ ଡିଜାଇନ୍ ସହିତ ଆସିଥାଏ । Nothing ନିଜର ୟୁନିକ ଡିଜାଇନ୍ ପରି ସ୍ମାର୍ଟଫୋନ୍ ବହୁତ ଶିଘ୍ର ମାର୍କେଟରେ ଏକ ସ୍ଥାନ ସୃଷ୍ଟି କରରିଛି । Nothing ନିଜର ଫ୍ୟାନ୍ସମାନଙ୍କ ପାଇଁ ଗ୍ୟୁଡ୍…