Browsing Tag

bhilwara girls auction case

ସାଂଘାତିକ ଲଜ୍ଜା : ଏଠାରେ ଲୋନ ସୁଝିବା ପାଇଁ ନିଲାମ ହୁଅନ୍ତି ଝିଅ, ମା’ଙ୍କ ସହ କରାଯାଏ ଦୁଷ୍କର୍ମ

ନୂଆଦିଲ୍ଲୀ : ଏମିତି କିଛି ଖବର ଯାହାକୁ ଶୁଣିଲେ ଲଜ୍ଜାରେ ମୁଣ୍ଡ ନଇଁଯାଏ । ଦେଶରେ ଏମିତି କିଛି ଜାଗା ଅଛି ଯେଉଁଠି ଝିଅମାନଙ୍କୁ ଘରର ଲୋନ ସୁଝିବା ପାଇଁ ବିକ୍ରି କରାଯାଏ । ଖାଲି ସେତିକି ନୁହେଁ, ପଞ୍ଚାୟତ ମୁଖିଆଙ୍କ ନିର୍ଦ୍ଦେଶ କ୍ରମେ ଲୋନ ସୁଝିବା ପାଇଁ ଝିଅର ମା’ଙ୍କ ସହ କରାଯାଇଥାଏ…