ବିହାର: ଚଳନ୍ତା ଟ୍ରେନ୍ରେ ଲାଗିଲା ନିଆଁ, ଗାର୍ଡଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ହଜାର ହଜାର ଯାତ୍ରୀଙ୍କ ଜୀବନ;…
ବିହାର: ବିହାରର ରକ୍ସୌଲ ଠାରେ ରବିବାର ସକାଳୁ ସକାଳୁ ଏକ ଚଳନ୍ତା ଟ୍ରେନ୍ ଇଞ୍ଜିନ୍ରେ ନିଆଁ ଲାଗିଯାଇଛି। ଚଳନ୍ତା ଟ୍ରେନ୍ ଇଞ୍ଜିନରୁ ଧୂଆଁ ଉଠୁଥିବା ଦେଖି ଯାତ୍ରୀମାନେ ଆତଙ୍କିତ ହୋଇ ପଡ଼ିଥିଲେ। ସବୁ ଆଡ଼େ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା। ଅନ୍ୟପଟେ ଟ୍ରେନ୍ରେ ନିଆଁ ଲାଗିବା ପରେ…