Browsing Tag

Bird flu

ବାର୍ଡ ଫ୍ଲୁରେ ପ୍ରଥମ ରୋଗୀ ମୃତ୍ୟୁ…, ଆମେରିକାରେ ଆତଙ୍କ ସୃଷ୍ଟି କଲା H5N1 ଭାଇରସ୍

ଆମେରିକାରେ ବାର୍ଡ ଫ୍ଲୁ ଆତଙ୍କ । ଲୁଇସିୟାନାରେ ବାର୍ଡ ଫ୍ଲୁକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ଏଠାରେ ବାର୍ଡ ଫ୍ଲୁରେ ସଂକ୍ରମିତ ୬୫ ବର୍ଷୀୟ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । କିଛି ଦିନ ତଳେ ଏହି ରୋଗୀଙ୍କୁ ସାଉଥ୍ ଷ୍ଟେଟର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆମେରିକାର…

ପୁଣି ରାଜ୍ୟକୁ ଫେରିଛି ବାର୍ଡ ଫ୍ଲୁ ଆତଙ୍କ

ପୁରୀ : ପୁଣି ରାଜ୍ୟକୁ ଫେରିଛି ବାର୍ଡ ଫ୍ଲୁ ଆତଙ୍କ ।  ଚିଲିକା କୃଷ୍ଣପ୍ରସାଦରେ ହଜାର ହଜାର କୁକୁଡ଼ା ମଡ଼କ ପରେ ଦେଖା ଦେଇଛି ଏହି ଆତଙ୍କ । ଗତ ୫ ଦିନ ଧରି କୁକୁଡ଼ା ମଡ଼କ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳାଇଛି । ଏପରିକି କିଛି କୁକୁଡ଼ା ଚାଷୀ ଏହି ଖବର ପାଇଲା ପରେ ଚିନ୍ତାରେ…

ଭିଏତ୍‌ନାମର ଚିଡ଼ିଆଖାନାରେ ବାର୍ଡ ଫ୍ଲୁ, ୪୭ ବାଘ, ୩ ସିଂହ ଓ ଗୋଟିଏ କଲରାପତରିଆର ମୃତ୍ୟୁ

ଦକ୍ଷିଣ ଭିଏତ୍‌ନାମର ଚିଡ଼ିଆଖାନାରେ ବାର୍ଡ ଫ୍ଲୁର ଆତଙ୍କ । ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇ ଏଠାରେ ୪୭ ବାଘ, ୩ ସିଂହ ଏବଂ ଗୋଟିଏ କଲରାପତରିଆ ବାଘର ମୃତ୍ୟୁ ହୋଇଛି । କ୍ରମାଗତ ଭାବେ ସଂକ୍ରମଣ ବଢ଼ି ଚାଲିଥିବାରୁ ମଣିଷ ମଧ୍ୟ ବାର୍ଡ ଫ୍ଲୁରେ ଆକ୍ରାନ୍ତ ହେବା ନେଇ ଆଶଙ୍କା ବଢି ଯାଇଛି ।…

ମାନିଲେନି ବାର୍ଡଫ୍ଲୁ, ଖାଇଗଲେ ଦେଢ଼ କ୍ୱିଣ୍ଟାଲ୍ ଚିକେନ୍ ପକୋଡା

କଟକ: ଗରମ ତେଲ କଡେଇରେ ଛଣା ଚାଲିଛି ଚିକେନ୍ ପକୋଡା । ବାସ୍ନାରେ ମହକୁଛି ଚାରିଆଡ । ଖାଇବା ପାଇଁ ଏପଟେ ଲୋକଙ୍କ ଗହଳି ବି ଜମିଛି । କଡେଇରୁ ଗରମ ଗରମ ପକୋଡା ବାହାରୁ ବାହାରୁ ଆଖିପିଛୁଳାକେ ସରିଯାଉଛି । ଲୋକେ ବି ଖାଇବାରେ ଫୁରସତ୍ ଦେଉନାହାନ୍ତି । କୁକୁଡ଼ା ମାଂସ ଖାଆନ୍ତୁ , ସମସ୍ତଙ୍କୁ…

ବାର୍ଡ ଫ୍ଲୁ ପାଇଁ ହଟସ୍ପଟ୍ ପାଲଟିଛି ପୁରୀ ଜିଲ୍ଲା, ୩ ମାସ ଯାଏଁ କୁକୁଡ଼ା ଚାଷ ଉପରେ ପ୍ରଶାସନର କଟକଣା

ପୁରୀ: ପୁରୀ ଜିଲ୍ଲା ବାର୍ଡ ଫ୍ଲୁ ହଟସ୍ପଟ୍ ପାଲଟିଛି । ଜିଲ୍ଲାର ପିପିଲି, ସତ୍ୟବାଦୀ, ନିମାପଡା ଓ ଡେଲାଙ୍ଗ ବ୍ଲକର ଚାରୋଟି ଗ୍ରାମରେ ବାର୍ଡ ଫ୍ଲୁ ଚିହ୍ନଟ କରାଯିବା ପରେ ତତ୍ପରତା ଦେଖାଇଛି ପ୍ରଶାସନ । ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ୩ ମାସ କୁକୁଡ଼ା ଚାଷ ବନ୍ଦ କରାଯାଇଛି । ୩ ମାସ ଯାଏଁ…

ନାଳରେ ଭାସୁଛି ବସ୍ତା ବସ୍ତା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା

ଯାଜପୁର: ବାର୍ଡ ଫ୍ଲୁ ଆତଙ୍କ । ତେବେ ଏନେଇ ସବୁ ଜିଲ୍ଲାକୁ ନିର୍ଦ୍ଦେଶନାମା ମଧ୍ୟ ଜାରି ହୋଇଛି । ଏବେ କିଛିଦିନ ଚିକେନ୍ ନଖାଇବା ଭଲ ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଏଭଳି ପରିସ୍ଥିରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ  ଯାହା ବାର୍ଡଫ୍ଲୁକୁ ନେଇ ଲୋକଙ୍କ ଭିତରେ ଆହୁରୀ ଛନକା…

ବାର୍ଡ ଫ୍ଲୁ ଚିନ୍ତା: ସୀମାନ୍ତରେ ଅଟକିଛି ୭୦ଟି କୁକୁଡା ଓ ଅଣ୍ଡା ବୋଝେଇ ଗାଡ଼ି

ଜଳେଶ୍ବର : ସୀମାନ୍ତରେ ଅଟକିଛି ୭୦ଟି କୁକୁଡା ଓ ଅଣ୍ଡା ବୋଝେଇ ଗାଡ଼ି । ଓଡିଶା - ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ସୋନାକଣିଆ ଚେକପୋଷ୍ଟରେ ଅଟକି ରହିଛି ଗାଡି । ଆନ୍ଧ୍ର ପ୍ରଦେଶ ରୁ ଓଡିଶା ଭିତର ଦେଇ ଆସାମ ଯାଉଥିଲା କୁକୁଡା ଗାଡି । ଓଡିଶାର ବିଭିନ୍ନ ଜିଲ୍ଲାରେ ବାର୍ଡଫ୍ଲୁ ବ୍ଯାପି ଥିବା…

ଚିନ୍ତା ବଢାଇଛି ବାର୍ଡ ଫ୍ଲୁ : ସ୍ଥିତି ଯାଞ୍ଚ ପାଇଁ ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର : ରାଜ୍ୟରେ ଚିନ୍ତା ବଢାଇଛି ବାର୍ଡ ଫ୍ଲୁ । ରାଜ୍ୟରେ କଣ ରହିଛି ସ୍ଥିତି ଯାଞ୍ଚ ପାଇଁ ଆଜି କେନ୍ଦ୍ରରୁ ଏକ ଟିମ୍ ଓଡ଼ିଶା ଆସି ବାର୍ଡ ଫ୍ଲୁ ଅଞ୍ଚଳରେ ସମୀକ୍ଷା କରିବେ । ଏହି ବିଶେଷଜ୍ଞ ଦଳ ପୁରୀ ଜିଲ୍ଲାର ସତ୍ୟବାଦୀ, ପିପିଲି, ନିମାପଡା ଓ ଡେଲାଙ୍ଗ ବ୍ଲକରେ ସ୍ଥିତି ଯାଞ୍ଚ କରିବେ…

ବାର୍ଡ ଫ୍ଲୁ ଭୟ : ସ୍ଥିତି ତଦାରଖ କରିବାକୁ ଆସୁଛନ୍ତି କେନ୍ଦ୍ରୀୟ ଦଳ

ପିପିଲି: କୁକୁଡ଼ା ମରା ଅଭିଯାନର ଆଜି ତୃତିୟ ଦିନ । ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଳକରେ ଚାଲିଛି କୁକୁଡା ମରା ଭପିଯାନ । ଆଜି ଘରେ ପାଳିତ କୁକୁଡ଼ା ଗୁଡିକୁ ମରା ଯାଉଛି । ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସମେତ ଜିଲ୍ଲାସ୍ତରର ଅତିରିକ୍ତ ଚିକିତ୍ସାଧିକାରୀ ମାନେ ଏଥିରେ ସାମିଲ ଅଛନ୍ତି ।…

ଥମୁନି ବାର୍ଡ ଫ୍ଲୁ ଭୟ, ଡେରାବିଶ ଗାଁରେ ଭସାଇ ଦେଲେ ଶହ ଶହ ମଲା କୁକୁଡ଼ା

ଭୁବନେଶ୍ୱର : ଥମୁନି ବାର୍ଡ ଫ୍ଲୁ ଭୟ । ପିପିଲି ପରେ ଡେଲାଙ୍ଗ ଓ ନିମାପଡ଼ାରେ କୁକୁଡ଼ା ମରା ଅଭିଯାନ। ଡେଲାଙ୍ଗ ମୋଟରି ପଞ୍ଚାୟତର ସୁମିତ୍ରା ସାମନ୍ତରାୟଙ୍କ ଫାର୍ମରୁ ନମୁନା ଯାଇଥିଲା । ପଜିଟିଭ୍ ରିପୋର୍ଟ ଆସିବା ପରେ ଫାର୍ମରେ ଥିବା ୩ ହଜାର ୨୦୦ କୁକୁଡ଼ା ମରାଯାଉଛି । ସେହିପରି ନିମାପଡ଼ା…

ଡେଲାଙ୍ଗ ଓ ନିମାପଡ଼ାରେ ବାର୍ଡ଼ ଫ୍ଲୁ ଚିହ୍ନଟ, ୩ ହଜାର ୨୦୦ କୁକୁଡ଼ା ମରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ

ପିପିଲି : ପିପିଲି ପରେ ଡେଲାଙ୍ଗ ଓ ନିମାପଡ଼ାରେ ବାର୍ଡ଼ ଫ୍ଲୁ ଚିହ୍ନଟ  l ନମୁନା ପରୀକ୍ଷାରୁ ଆସିଛି ପଜିଟିଭ୍ ରିପୋର୍ଟ । ଡେଲାଙ୍ଗ ମୋଟରି ପଞ୍ଚାୟତର ସୁମିତ୍ରା ସାମନ୍ତରାୟଙ୍କ ଫାର୍ମରୁ ନମୁନା ଯାଇଥିଲା । ପଜିଟିଭ୍ ରିପୋର୍ଟ ଆସିବା ପରେ ତାଙ୍କ ଫାର୍ମରେ ଥିବା ୩ ହଜାର ୨୦୦ କୁକୁଡ଼ା…

ପିପିଲିରେ ବାର୍ଡ-ଫ୍ଲୁ ଚିନ୍ତା: କଟକରେ କମିଲା କୁକୁଡ଼ା ମାଂସ ଦର, ବେପାର ମାନ୍ଦା

କଟକ: ପିପିଲିରେ ବାର୍ଡ ଫ୍ଲୁ । କୁକୁଡ଼ା ମାଂସ ବଜାରେ ଉପରେ ପ୍ରଭାବ । କଟକରେ କମିଛି ଚିକେନ୍ ଦର । ବିଗତ ଏକ ସପ୍ତାହ ତଳେ କୁକୁଡ଼ା ମାଂସ କିଲୋ ପିଛା ୨୪୦ ଥିବା ବେଳେ, ଏବେ ୧୮୦ ଟଙ୍କାରେ ବିକ୍ରି ହେଉଛି ଚିକେନ । ପାଖାପାଖି ୬୦ ଟଙ୍କା କମିଛି କିଲୋ ପିଛା ଦର । ଶସ୍ତା ହେବା ପରେ ବି ଲୋକେ…