୧୨ ତମ ରାଉଣ୍ଡ ଶେଷ, ବିଜେପି ଆଗୁଆ…
ଭଦ୍ରକ(କେନ୍ୟୁଜ୍): ଧାନମନଗର ଉପନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି। ଶେଷ ହୋଇଛି ୧୨ ତମ ରାଉଣ୍ଡ। ଆଉ ୧୨ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ଆଗୁଆ ରହିଛନ୍ତି। ସୂରଜଙ୍କୁ ସମୁଦାୟ ୫୪୫୭୨ ଖଣ୍ଡ ଭୋଟ ମିଳିଥିବା ବେଳେ ଅବନ୍ତୀଙ୍କୁ ୪୮୩୫୮ ଖଣ୍ଡ ଭୋଟ ମଳିଛି।…