Browsing Tag

blind man

ହୋମ ନିଆଁକୁ ସାକ୍ଷୀରଖି ବିବାହ ବନ୍ଧନରେ ବାନ୍ଧି ହେଲେ ଦୃଷ୍ଟିହୀନ ଦୁଇ ଯୁବକ ଯୁବତୀ

ବ୍ରହ୍ମପୁର(କେନ୍ୟୁଜ): ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ ସହ ବାହାବେଦି, ହୋମ ନିଆଁ, ଶଙ୍ଖ ହୁଳହୁଳିରେ ଉଛୁଳୁଛି ପରିବେଶ । ବର ଓ କନ୍ୟା ପକ୍ଷର ବନ୍ଧୁବାନ୍ଧବ ଉପସ୍ଥିତ ଅଛନ୍ତି। ସମସ୍ତେ ଉତ୍ସାହିତ ଥିବା ବେଳେ ବେଦିରେ ବସିଥିବା ବର ଓ କନ୍ୟା କିନ୍ତୁ ଏସବୁ ଦେଖି ପାରୁନାହାନ୍ତି । କାହିଁକି…

ଟଙ୍କା ପାଇଁ ଆଖିରେ ଡିଟରଜେଣ୍ଟ ଢାଳି ବ୍ୟକ୍ତିଙ୍କୁ ଅନ୍ଧ କଲେ ମହିଳା, ଜାଣନ୍ତୁ ପୂରା ଘଟଣା

ଟଙ୍କା ପାଇଁ ମଣିଷ କିଛି ବି କରିପାରେ । ବର୍ତ୍ତମାନ ସମୟରେ ଟଙ୍କାର ଲୋଭ ଏତେ ବଢ଼ି ଯାଇଛି ଯେ ମଣିଷ ନିଜର ହିତାହିତ ଜ୍ଞାନ ହରାଇ ବସୁଛି । ଟଙ୍କା ପାଇଁ ଅନେକ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ଅପରାଧି । ତେବେ ସାମାନ୍ୟ ଟଙ୍କା କେଇଟା ପାଇଁ ଜଣେ ମହିଳା ନିଜ ସାଥୀଙ୍କ ଆଖିରେ ଡିଟରଜେଣ୍ଟ…

ପରିଣତ ବୟସରେ ରୋଜଗାର ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଦୃଷ୍ଟିହୀନ ଦମ୍ପତି

ପେଟ ପାଇଁ ସବୁ ନାଟ । ଆଖିକୁ ଦିଶୁନାହିଁ । ଦି ମୁଠା ଦାନା ପାଇଁ କରୁଛନ୍ତି ସଂଘର୍ଷ । ପରିଣତ ବୟସରେ ଘରେ ବସି ନାତି ନାତୁଣୀଙ୍କ ସହ ଖେଳିବା ସମୟରେ ସ୍ୱାବଲମ୍ବୀ ହେବା ପାଇଁ ଧାଇଁ ଆସିଛନ୍ତି ଜିଲ୍ଲାପାଳଙ୍କ ନିକଟକୁ । ଏମାନଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି । ମାତ୍ର କେଇଟା ଭତ୍ତା…

ଦୃଷ୍ଟିବାଧିତ ହୋଇ ମଧ୍ୟ ସମାଜ ପାଇଁ ସାଜିଲେ ଉଦାହାରଣ:OASରେ କୃତକାର୍ଯ୍ୟ ହେଲେ ଦୁଇ ଦୃଷ୍ଟିହୀନ

କେନ୍ୟୁଜ୍(ବ୍ୟୁରୋ):  OASରେ କୃତକାର୍ଯ୍ୟ ହୋଇଛନ୍ତି ଦୁଇ ଦୃଷ୍ଟିହୀନ । ପ୍ରସନ୍ନ ପଣ୍ଡା ଓ ପ୍ରାଚୁର୍ଯ୍ୟ ପ୍ରଧାନ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେମାନେ ଶତପ୍ରତିଶତ ଦୃଷ୍ଟିହୀନ । ପ୍ରସନ୍ନ ପଣ୍ଡା ୨୬୬ ସ୍ଥାନରେ କୃତକାର୍ଯ୍ୟ ହୋଇଛନ୍ତି । ସେହିଭଳି ୨୯୨…

ଗୁହାରି ଶୁଣିଲେ ଯାଜପୁର ଜିଲ୍ଲାପାଳ: ଦୃଷ୍ଟିବାଧିତ ପ୍ରଫୁଲ୍ଲଙ୍କୁ ମିଳିଲା ୪ ଡିସିମିଲ ଜମି ପଟ୍ଟା

ଯାଜପୁର ରୋଡ଼(କେନ୍ୟୁଜ୍): ଦୀର୍ଘ ଦିନର ସଙ୍ଘର୍ଷ ଫଳପ୍ରଦ ହୋଇଛି।  ଦୃଷ୍ଟିବାଧିତ ପ୍ରଫୁଲ୍ଲଙ୍କୁ ମିଳିଛି ଜମି ପଟ୍ଟା । ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଆଜି ବ୍ୟାସନଗର ତହସିଲ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗ ପ୍ରଫୁଲ୍ଲଙ୍କୁ ବସୁନ୍ଧରା ଯୋଜନାରେ ୪  ଡିସିମିଲ ଘରବାଡ଼ି ପଟ୍ଟା…