କିସ୍ରେ ମାଟ୍ରିକ୍ ଫଳାଫଳ ଶତ ପ୍ରତିଶତ, ଜ୍ୟୋତ୍ସ୍ନା କିଷାନ ସର୍ବାଧିକ ନମ୍ବର ରଖି ସ୍କୁଲ୍ ଟପ୍ପର
ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ଏଥିରେ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍)ର ଫଳାଫଳ ଶତ ପ୍ରତିଶତ ହୋଇଛି । ସ୍କୁଲ୍ର ୧୦୨୫ ଛାତ୍ରଛାତ୍ରୀ ୬୦ପ୍ରତିଶତରୁ…