ପୁଣି ମଝି ଚିଲିକାରେ ଫସିଲା ଡଙ୍ଗା, ସାତପଡା ରୁ ଜହ୍ନିକୁଦା ଯାଉଥିଲେ ଯାତ୍ରୀ
ପୁରୀ : ପୁଣି ମଝି ଚିଲିକାରେ ଫସିଲା ଡଙ୍ଗା । ଯାନ୍ତ୍ରିକ ତ୍ରୁଟି କାରଣରୁ ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ଧରି ଯାତ୍ରୀବାହୀ ଡଙ୍ଗା ପାଣି ମଝିରେ ଅଟକିଛି । ୧୦ବାଇକ ସମେତ ୩୦ଯାତ୍ରୀଙ୍କୁ ନେଇ ଡଙ୍ଗାଟି ସକାଳ ୭ଟାରୁ ସାତପଡା ରୁ ଜହ୍ନିକୁଦା ଆଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ମହିଁସା କୁଦ…