Browsing Tag

Bollywood song

ପୁଣି ହନି ସିଂଙ୍କ ’ମାଫିଆ’ ସଙ୍ଗ୍ ରିଲିଜ, ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ସୃଷ୍ଟି କରୁଛି ହଇଚଇ

ହନି ସିଂଙ୍କ ଅଗଣିତ ପ୍ରଶଂସକ ରହିଛନ୍ତି । ତାଙ୍କ ଗୀତ ପାଇଁ ସେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଦିନକୁ ଦିନ ସେ ସଫଳତା ଦିଗରେ ଆଗେଇ ଚାଲିଛନ୍ତି । ଏହାରି ମଧ୍ୟରେ କିଛି ଦିନ ପାଇଁ ସେ ବିରାମ ନେଇଥିଲେ । ବର୍ତ୍ତମାନ କିନ୍ତୁ ତାଙ୍କର ଆଉ ଏକ ଗୀତ ହଇଚଇ ସୃଷ୍ଟି କରିଛି । ହନି ସିଂଙ୍କ ’51…

ରିଲିଜ ହେଲା ଫିଲ୍ମ ‘ସରଫିରା’ର ଦ୍ୱିତୀୟ ଗୀତ ‘ଖୁଦାୟା’, ଦୁଃଖରେ ନଜର ଆସିଲେ ଅକ୍ଷୟ କୁମାର

ଅକ୍ଷୟ କୁମାର ଜଣେ ବଲିଉଡ ଅଭିନେତା ଯିଏ ସାମାଜିକ ପ୍ରସଙ୍ଗରେ ଫିଲ୍ମ କରିବାକୁ ପସନ୍ଦ କରନ୍ତି । ଅଭିନେତା ସମାଜରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ଅନେକ ହିରୋଙ୍କ କାହାଣୀ ପରଦାରେ ଆଣିଥିବାର ପୂର୍ବରୁ ମଧ୍ୟ ଦେଖାଯାଇଛି । ବର୍ତ୍ତମାନ ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ 'ସରଫିରା' ପାଇଁ…

‘ୟାରିୟାଁ ୨’ର ପ୍ରଥମ ଗୀତ ରିଲିଜ୍‌, ଅକ୍ଟୋବର ୨୦ରେ ମୁକ୍ତିଲାଭ କରିବ ଫିଲ୍ମ

ଅକ୍ଟୋବର ୨୦ରେ ରିଲିଜ ହେବାକୁ ଥିବା ଫିଲ୍ମ ‘ୟାରିୟାଁ ୨’ ଏହାର ପ୍ରଥମ ଗୀତ ‘ସୋରେ ଘର’ ଆଜି ରିଲିଜ୍‌ କରିଛି । ଏହା ବର୍ଷର ସବୁଠାରୁ ସୁନ୍ଦର ମ୍ୟୁଜିକାଲ୍‌ ଏକ୍ସଟ୍ରାଭାଗାଞ୍ଜା ହୋଇଛି, ଯାହାକୁ ଶୁଣିବା ମାତ୍ରେ ଡ୍ୟାନ୍ସ ଫ୍ଲୋରରେ ନାଚିବାକୁ ମନ ହେବ । ତେବେ ଗୀତଟିକୁ ଶୁଣିବା ପରେ ଦର୍ଶକ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ମହିଳାଙ୍କ ଗୀତ, କଣ୍ଠରେ ରହିଛି ନିଆରା ଅନ୍ଦାଜ

କେନ୍ୟୁଜ୍‌(ବ୍ୟୁରୋ) : ବାହାରୋ ଫୁଲୋ ବରସାଓ ମେରା ମେହବୁବୁ ଆୟା ହେ…..ମେରା ମେହବୁବୁ ଆୟା ହେ….ହବାଓ୍ଵ ରାଗିଣୀ ଗାଓ ମେରା ମେହବୁବୁ ଆୟା ହେ…. । ବଲିଉଡର ଏହି ଗୀତରେ ବୃଦ୍ଧ ଜଣଙ୍କୁ ଗୀତ ଗାଉଥିବାର ଦେଖି ଟିକିଏ ରହି ଯିବାକୁ ମନ ହୁଏ । ଇଚ୍ଛା ହୁଏ ତାଙ୍କ ଗୀତର ସୁରରେ ଝୁମି ଯିବାକୁ ।…

ମେଣ୍ଢାଗୁଡିକୁ ବରଯାତ୍ରୀ କରି ‘ଦୁଲେହ ରାଜା’ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ଯୁବକ, ଇଣ୍ଟରନେଟରେ ନିଆଁ ଲଗାଇଲା ଭିଡିଓ

ଇଣ୍ଟରନେଟରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରଲ ହୋଇଥାଏ। ଯାହା ଫଳରେ ଭିଡିଓ କରିଥିବା ବ୍ୟକ୍ତିକୁ ଲୋକପ୍ରିୟତା ମିଳିଥାଏ। ଲୋକେ ଏହାକୁ ପସନ୍ଦ ମଧ୍ୟ କରନ୍ତି। ନୂଆ କନସେପ୍ଟ ଦେଇ ଭିଡିଓ କରିଲେ ଲୋକେ ଦେଖିବାକୁ ଭଲ ପାଆନ୍ତି। ଠିକ୍‌ ଏମିତି ଏକ ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି।…

ସଂଗୀତ ନିର୍ଦ୍ଦେଶକ ମିଥୁନ ଶର୍ମାଙ୍କ ହାତ ଧରିବେ ଗାୟିକା ପଲକ ମୁଚାଲ, ଆରମ୍ଭ ହେଲାଣି ବିବାହ ଉତ୍ସବ

ବଲିଉଡ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଗାୟିକା ପଲକ ମୁଚାଲ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସଂଗୀତ ନିର୍ଦ୍ଦେଶକ ମିଥୁନ ଶର୍ମାଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବେ ପଲକ । ଆସନ୍ତାକାଲି ବିବାହ କରିବେ ପଲକ। ତେଣୁ ବିବାହ ପୂର୍ବରୁ ସବୁ ରୀତିନୀତି ଆରମ୍ଭ ହୋଇଗଲାଣି। ସୋସିଆଲ ମିଡିଆରେ…

ଖୁବ୍ ଶୀଘ୍ର ୨୦୦ କୋଟି କ୍ଲବରେ ସାମିଲ ହେବ ବ୍ରହ୍ମାସ୍ତ୍ର, ପଞ୍ଚମ ଦିନରେ ଜାରି ରଖିଛି କ୍ରେଜ

ଆୟାନ୍ ମୁଖାର୍ଜୀ ୪୧୦ କୋଟି ଟଙ୍କା ବଜେଟରେ ବ୍ରହ୍ମାସ୍ତ୍ର ପ୍ରସ୍ତୁତ କରିଛନ୍ତି। ହିନ୍ଦୀ ଚଳଚ୍ଚିତ୍ରଗୁଡିକ କ୍ରମାଗତ ଭାବରେ ଆଗକୁ ବଢୁଥିବା ବେଳେ ଆୟାନଙ୍କ ପାଇଁ ବଡ଼ ବଜେଟରେ ଫିଲ୍ମ କରିବା ଜୁଆ ଖେଳ ଠାରୁ କିଛି କମ୍ ନୁହେଁ। ତେବେ ପ୍ରଥମ ଦିନରେ ଏହି ଫିଲ୍ମ ପ୍ରାୟ ୭୫ କୋଟି ଇନକମ…