Browsing Tag

bomb attack

ନରସିଂହପୁର: ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ, ପ୍ରେମିକା ଘର ଉପରକୁ ଫିଙ୍ଗିଲା ୪ଟି ବୋମା

ନରସିଂହପୁର(କେନ୍ୟୁଜ୍): ପ୍ରେମିକର ଉନ୍ମତ କାଣ୍ଡ। ପ୍ରେମିକା ଘର ଉପରକୁ ଫିଙ୍ଗିଲା ୪ଟି ବୋମା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଚକ୍ରଗଡ଼ ଗ୍ରାମର ମୁଣ୍ଡିଆ ସାହିରେ। ଗତକାଲି ବିଳମ୍ବିତ ରାତ୍ରରେ ଚକ୍ରଗଡ଼ ଗ୍ରାମର ଦିପୁ ନାୟକ ନିଜ ପ୍ରେମିକା ଘର…

ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି

ନୂଆଦିଲ୍ଲୀ : ବିମାନରେ ବୋମା । ତେହରାନରୁ ଚୀନ ଯାଉଥିବା ୦୮୧ ଯାତ୍ରିବାହୀ ବିମାନରେ ବୋମା ଥିବା ସୂଚନା ମିଳିଛି । ଦିଲ୍ଲୀ ବିମାନ ବନ୍ଦରକୁ ଏ ନେଇ ୯ଟା ୨୦ ମିନିଟରେ ଖବର ମିଳିଥିଲା । ସୂଚନା ମିଳିବା ପରେ ଭାରତୀୟ ବାୟୁସେନା ପକ୍ଷଣୁ ତୁରନ୍ତ ଆକ୍ସନ ନିଆଯାଇଛି । ନୂଆଦିଲ୍ଲୀ ଆଡକୁ ଆସିବା…

ପାର୍ବଣ ପୂର୍ବରୁ ଥରିଲା ରାଜଧାନୀ: କଟକ ରୋଡ୍‌ସ୍ଥିତ ରେନ୍‌ ଦି କ୍ଲବ୍ ବାର୍‌ ଉପରେ ବୋମାମାଡ଼

ଭୁବନେଶ୍ବର(କେନ୍ୟୁଜ୍): ପାର୍ବଣ ପୂର୍ବରୁ ପୁଣିଥରେ ଅଶାନ୍ତ ରାଜଧାନୀ । ଫୁଟିଲା ବୋମା। ଗତକାଲି ସୋମବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ କଟକ ରୋଡ୍‌ସ୍ଥିତ ରେନ୍‌ ଦି କ୍ଲବ୍ ବାର୍‌ ଉପରେ ବୋମାମାଡ଼ କରି ଆତଙ୍କ ସୃଷ୍ଟି କରିଛନ୍ତି। ଗୋଟେ କି ୨ଟା ନୁହେଁ, ବାର୍‌ ଉପରକୁ ଏକାବେଳେ…

ରାଜଧାନୀ ଉପକଣ୍ଠରେ ବୋମାମାଡ଼ ଘଟଣା : ପ୍ରାଣ ହରାଇଲେ ପଞ୍ଚୁପଲ୍ଲୀର ନିରୀହ ରାଜେଶ ଓରଫ ରାଜୁ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀ ଉପକଣ୍ଠରେ ବୋମାମାଡ଼ ଘଟଣାରେ ପ୍ରାଣ ହରାଇଲେ ନିରୀହ ରାଜେଶ ଓରଫ ରାଜୁ। ଦୁଇ ଧରି ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ପ୍ରାଣ ହରାଇଛନ୍ତି ରାଜୁ। ରାଜୁଙ୍କ ବୟସ ପାଖାପାଖି ୨୫ ବର୍ଷ ହେବ।ସେପଟେ ବୋମାମାଡ଼ କରିଥିବା ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ଅକ୍ଷୟ ବୋଲି…