Browsing Tag

bride

ଅହମ୍ମଦାବାଦ ବିମାନ ଦୁର୍ଘଟଣା : ଅଧାରେ ରହିଗଲା ସୁଖ, ସ୍ବାମୀଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଚାଲିଗଲା ନବ ବଧୂଙ୍କ…

ଗୁଜରାଟର ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନ AI-171 ରେ ଏପର୍ଯ୍ୟନ୍ତ ୨୪୧ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି । ଏହି ଭୟଙ୍କର ବିମାନ ଦୁର୍ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି । ରାଜସ୍ଥାନର ବାଲୋତ୍ରା ଜିଲ୍ଲାର ଆରବା ଗାଁର ବାସିନ୍ଦା ୨୧ ବର୍ଷୀୟା ନବ ବିବାହିତା ବଧୂ…

ବାହା କରି ଆଣିବା ପରେ ବୋହୂକୁ ମୁଖାଗ୍ନି ଦେଲେ ଶ୍ବଶୁର

ଏ ଦୁଃଖ ଭଗବାନ ଜଗତରେ ଶତ୍ରୁକୁ ବି ନଦେଉ । ଗୋଟିଏ ପରିବାର ନୁହେଁ ୨ଟି ପରିବାର ହରାଇଛନ୍ତି ସନ୍ତାନ । ସରିଥିଲା ବାହାଘର । ବରଯାତ୍ରୀ ଭୋଜି ଭାତ ଖାଇ ନବଦମ୍ପତିଙ୍କୁ ସାଙ୍ଗରେ ଧରି ଫେରୁଥିଲେ ଘରକୁ । ପୁଅ ବୋହୂ ଘରେ ପହଞ୍ଚିବା ଖୁସିରେ ମା’ ପାଦ ତଳେ ଲାଗୁ ନଥାଏ । ବୋହୂକୁ ବନ୍ଦାପନା କରି…

ଡକାୟତ ବୋହୂକୁ ଖୋଜୁଛି ପୋଲିସ, ସ୍ବାମୀକୁ ନିଶା ଦେଇ ଲୁଟିଥିଲା ସୁନା ଅଳଙ୍କାର ଓ ଟଙ୍କା

ଏକ ଅଜବ ଘଟଣା । ଶୁଣିଲେ ମଣିଷ ଉପରୁ ଉଠିଯିବ ବିଶ୍ବାସ । ଧୁମଧାମରେ ପୁଅ ବାହାଘର କରିଥିଲେ ପରିବାର । ନୂଆ ବୋହୂକୁ ପାଇ ସମସ୍ତଙ୍କ ମନ ଭାରି ଖୁସି ଥିଲା । କିନ୍ତୁ ଯାହାକୁ ବୋହୂ କରି ଆଣିଥିଲେ ସେ ପାଲଟିଲା ଡକାୟତ । ବର ଘରେ କଳାକନା ବୁଲାଇ ଦେଲା । ଯାହା କେହି କେବେ ସ୍ବପ୍ନରେ ଭାବି ନଥିଲେ…

ମୁଁ ତୁମକୁ ଭୋଟ ଦେଇଛି; ମୋତେ କନ୍ୟା ଦିଅ, କଥା ଶୁଣି ଚିନ୍ତାରେ ବିଧାୟକ

ଉତ୍ତରପ୍ରଦେଶର ଚରଖାରୀର ବିଧାୟକ ବୃଜ ଭୂଷଣ ରାଜପୁତ ହଟହଟାରେ ପଡ଼ିଛନ୍ତି । କାହିଁକି ନା ତାଙ୍କ ଭୋଟର ତାଙ୍କୁ ଅଜବ ଜିନିଷ ମାଗିଛି । ଟଙ୍କା, ଘର କି ଚାକିରି ନୁହେଁ ଜଣେ ଭୋଟର ନିଜ ପାଇଁ କନ୍ୟା ମାଗିଛି । ବିଧାୟକ ଏଭଳି କଥା ଶୁଣି ଏବେ ଚିନ୍ତାରେ ଅଛନ୍ତି । ଜଣେ ୪୩ ବର୍ଷିୟ ପେଟ୍ରୋଲ ପମ୍ପ…

ମେହେନ୍ଦୀ ଫଙ୍କସନରେ ଘଟିଲା ଅଘଟଣ, ଡ୍ୟାନ୍ସ କରୁଥିବାବେଳେ ଚାଲିଗଲା କନ୍ୟାର ପ୍ରାଣ

ବିବାହ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥାଏ । ତେଣୁ ବିବାହ ଭଳି ଅବସରରେ ଲୋକମାନେ ନାଚ ଗୀତର ଆସରରେ ଧୁମଧାମରେ ବିବାହର ସମସ୍ତ ଫଙ୍କସନର ମଜା ନିଅନ୍ତି । ଉଭୟ ବର କନ୍ୟା ଡ୍ୟାନ୍ସ କରି ବିବାହକୁ ଉପଭୋଗ କରନ୍ତି । କିନ୍ତୁ ଏହି ନାଚ ବେଳେବେଳେ କାଳ ପାଳଟେ । ଆମେ ଏଭଳି କହିବାର କାରଣ…

ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ ବର । ଉଭୟ ପକ୍ଷରୁ ଘଟଣାସ୍ଥଳରେ ମାଡ଼ପିଟ୍‌ ସହ ଉତ୍ତେଜନା ଲାଗିରହିଥିଲା । ଏହି ଘଟଣାରେ କନିଆଁଙ୍କ ବାପା ସମେତ ୬ ଜଣ ଆହତ ହୋଇଛନ୍ତି । ଉତ୍ତର ପ୍ରଦେଶର ହାପୁଡ଼ ସହରର ଅଶୋକ ନଗରରେ…