ଝିଅ ବାହାଘରକୁ ନେଇ ଚିନ୍ତାରେ ଅଛନ୍ତି କି? ସରକାର ଦେଉଛନ୍ତି ଗରିବଙ୍କୁ ଆର୍ଥିକ ସହାୟତା
ଝିଅ ବିବାହରେ ଟଙ୍କା ପାଇଁ ବାପାଙ୍କ ଚିନ୍ତା ବଢ଼ିଯାଏ । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଆଣିଛନ୍ତି ନୂଆ ଯୋଜନା । ଏହି ଯୋଜନାର ଲାଭ ଉଠାଇବେ ଗରିବ ପରିବାର । ସରକାର “କନ୍ୟା ବିବାହ ଯୋଜନା ୨୦୨୪” ନାମକ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ ଯେଉଁମାନେ ଅଭାବୀ…