Browsing Tag

bridge collapse

ତାଳଦଣ୍ଡା କେନାଲ ମାଟିବନ୍ଧ ଧସି ୨ ମୃତ ଘଟଣା: ମୃତକଙ୍କ ପରିବାରକୁ ୩ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ…

କଟକ(କେନ୍ୟୁଜ୍):  କଟକରେ ଛତ୍ରବଜାରରେ ଅଘଟଣ। ତାଳଦଣ୍ଡା କେନାଲ ମାଟିବନ୍ଧ ଧସି ୨ମୃତ। ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଏସସିବି ମେଡିକାଲ ଟ୍ରମା କେୟାର ଆଇସିୟୁରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ମୃତକଙ୍କ ପରିବାରକୁ ୩ଲକ୍ଷ…