Browsing Tag

bus over turn

NH 18 ରେ ଓଲଟିଲା ବସ, ୩୦ ଆହତ,୪ ଜଣ ଗୁରୁତର

ମୟୁରଭଞ୍ଜ(କେନ୍ୟୁଜ୍):  ଓଲଟିଲା ବସ, ୩୦ ଆହତ । ବସ୍‌ରେ ଥିବା ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ରାଇରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ କୃଷ୍ଣଚନ୍ଦ୍ରପୁରଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଭୁବନେଶ୍ୱର ଅଭିମୁଖେ…