ଗୁଜରାଟ ନିର୍ବାଚନକୁ ନେଇ କେଜରିଓ୍ଵାଲଙ୍କ ପ୍ରତିକ୍ରିୟା, କହିଲେ- ଜିତିଲେ ସମସ୍ତଙ୍କୁ ଅଯୋଧ୍ୟା ନେଇ ଶ୍ରୀରାମଙ୍କୁ…
ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନ ପାଇଁ ବାଜିଛି ବିଗୁଲ। ଏହି ନିର୍ବାଚନରେ ୨ଟି ପର୍ଯ୍ୟାୟରେ ମତଦାନ ହେବ। ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟ ଓ ୫ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ। ଡିସେମ୍ବର ୮ ତାରିଖରେ ଗଣତି ପରେ ରେଜଲ୍ଟ ବାହାରିବ।
ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ…