Below header
Browsing Tag

canal

୩୦ ଫୁଟ ଉପରୁ କେନାଲକୁ ଖସିଲା ବୋଲେରୋ ଗାଡ଼ି, ଚାଳକ ମୃତ

ତାଳଚେର (କେନ୍ୟୁଜ): ରାସ୍ତାର ୩୦ ଫୁଟ ଉପରୁ କେନାଲକୁ ଖସିଲା ବୋଲେରୋ କ୍ୟାମ୍ପର ଗାଡ଼ି । ଚାଳକ ମୃତ । ତାଳଚେର ସମଲ ବ୍ୟାରେଜ୍ ଦକ୍ଷିଣ ଶାଖା କେନାଲ ରୋଡର ଗୁରୁଜାଙ୍ଗ- ଜନ୍ଦାବାହାଳ ବଙ୍ଗାରୁ ଜୋର ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଖମାର…

କେନାଲରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା କରି ଭସାଇ ଦେଇଥିବା ଅଭିଯୋଗ

ସାଲେପୁର (କେନ୍ୟୁଜ): କେନାଲରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଜିଗ୍ନିପୁର କେନାଲରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ମାର୍କତପୁର ଗାଁର ବ୍ୟବସାୟୀ ଦୋଳଗୋବିନ୍ଦ ଦାସ। ତାଙ୍କୁ ହତ୍ୟା କରାଯାଇ କେନାଲରେ ଭସାଇ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର…