Browsing Tag

cancer patient

କ୍ୟାନସର ରୋଗୀଙ୍କୁ ଲଟେରୀ କରିଦେଲା କୋଟିପତି, ଏତେ ଶୂନ ଦେଖି ସ୍ତବ୍ଧ ହୋଇଗଲେ ବ୍ୟକ୍ତି

ବେଳେ ବେଳେ ଆପଣଙ୍କ ଭାଗ୍ୟରେ ଏମିତି ସୁଯୋଗ ଆସେ, ଯାହା ଆପଣଙ୍କୁ କୋଟିପତି କରିଦିଏ। ଆପଣମାନେ ନିଶ୍ଚିତ ଲଟେରୀ ଟିକେଟ ଆଣି ଖେଳିଥିବେ। କିନ୍ତୁ ଏହି ଲଟେରୀ ଟିକେଟ କେବେ କାହା ଭାଗ୍ୟ ପରିବର୍ତ୍ତନ କରିଦିଏ ତାହା ଦେଖିବାକୁ ମିଳିଛି। ଏପରି ଏକ ଘଟଣା ଆମେରିକାରେ ଦେଖିବାକୁ ମିଳିଛି। ରୋନୀ…

ପୁରୀ: ଯନ୍ତ୍ରଣା ଦେଉଛି କର୍କଟ ରୋଗ, ଅର୍ଥ ଅଭାବରୁ ବାବାଜୀଙ୍କୁ ଚିକିତ୍ସା କରିପାରୁ ନାହାନ୍ତି ପରିବାର ଲୋକେ

ପୁରୀ(କେନ୍ୟୁଜ୍):  ପ୍ରତି ମୁହୂର୍ତ୍ତରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବାବାଜୀ । ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି । ଦୀର୍ଘ ୩ବର୍ଷ ଧରି କର୍କଟ ରୋଗରେ ଆକ୍ରାନ୍ତ ପୁରୀ ଜିଲ୍ଲା ଗୋପ ବ୍ଳକ ଦେସ୍ଥଳୀ ପଞ୍ଚାୟତ କୋଲର ଗାଁର ବାବାଜୀ ବେହେରା । ପରିବାର କହିଲେ ବୁଢୀ ମାଆ, ପତ୍ନୀ ଓ ପୁଅ ।…

ବାଲେଶ୍ୱର: କର୍କଟ ରୋଗରେ ଆକ୍ରାନ୍ତ ସ୍ତ୍ରୀର ଚିକିତ୍ସା ପାଇଁ ଦୃଷ୍ଟିହୀନ ସ୍ୱାମୀର ଆକୁଳ ନିବେଦନ

ବାଲେଶ୍ୱର: କର୍କଟ ରୋଗରେ ଆକ୍ରାନ୍ତ ସ୍ତ୍ରୀ । ସ୍ତ୍ରୀର ଚିକିତ୍ସା ପାଇଁ ଦୃଷ୍ଟିହୀନ ସ୍ୱାମୀର ଆକୁଳ ନିବେଦନ । ଦୁଇଟି ପିଲାଙ୍କୁ ନେଇ ହସଖୁସିରେ ସଂସାର କରିବାକୁ ସ୍ୱପ୍ନ ଦେଖିଥିବା ପରିବାରଟି ଏବେ ଦିଗହରା । ସତେ ଯେମିତି ଦଇବ ଦାଉ ସାଧୁଛି । ଦିନେ ହସଖୁସିରେ ଚାଲୁଥିବା ପରିବାର ଉପରେ ଏବେ…

ପୁଅକୁ ଦେଖି ଶୁଖୁନି ମା ଆଖିରୁ ଲୁହ, କ୍ୟାନ୍ସର ସାମ୍ନାରେ ହାର ମାନିଛି ମେଧାବୀ ଛାତ୍ର

ସେ ଜଣେ ମେଧାବୀ ଛାତ୍ର । ଅଷ୍ଟମ ଶ୍ରେଣୀ ଉତିର୍ଣ୍ଣ କରିବା ପରେ ନବମ ଶ୍ରେଣୀରେ ନାମ ଲେଖାଇଥିଲା । ଆଶା ଥିଲା ପାଠ ପଢି ଚାକିରି କରି ଘରର ଆର୍ଥିକ ଅବସ୍ଥାକୁ ଦୂର କରିବ । ହେଲେ ବିଧିର ବିଧାନ ଥିଲା ଆଉ କିଛି । ନବମ ଶ୍ରେଣୀରେ ଆଡମିସନ ତ କଲା ହେଲେ ସ୍କୁଲ ଯାଇପାରିଲା ନାହିଁ ୧୪ ବର୍ଷର ପିଲା…