ଦ୍ରୁତ ଗତି ହେଲା କାଳ: ଟ୍ରକକୁ ପଛରୁ ପିଟିଲା କାର୍, ୨ ମୃତ; ଜଣେ ଗୁରୁତର
ଖୋର୍ଦ୍ଧା: ଟ୍ରକକୁ ପଛରୁ ପିଟିଲା କାର୍, ଦୁଇ ମୃତ । ଇନଫୋଭ୍ୟାଲି ଥାନା ପୀତାପଲ୍ଲୀ ଛକରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ କାର୍ରେ ଥିବା ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସମସ୍ତ ମୃତାହତ ପୁରୀ ଚନ୍ଦନପୁର…