୧.୫ ଲକ୍ଷ ଟଙ୍କା ହ୍ରାସ ହେଲା ମହିନ୍ଦ୍ରା ଗାଡ଼ି, ଗ୍ରାହକଙ୍କୁ ମିଳିବ ଲାଭ
ଯାତ୍ରୀବାହି ଗାଡ଼ି ମୂଲ୍ୟ ହ୍ରାସ୍ କଲା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ । ୧.୫୦ ଲକ୍ଷ ଟଙ୍କା ହ୍ରାସ ହେଲା ମହିନ୍ଦ୍ରା ଗାଡ଼ି । GST ହାର ହ୍ରାସ ପରେ ମହିନ୍ଦ୍ରା ଗ୍ରାହକମାନଙ୍କୁ ମିଳିବ ଲାଭ ହିଁ ଲାଭ । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏହାର ଯାତ୍ରୀବାହୀ ଗାଡ଼ିର ଦାମ୍ ୧.୫୬ ଲକ୍ଷ…