ଦିଲ୍ଲୀ ମେଟ୍ରୋରେ ୨.୭ ଲକ୍ଷ ନଗଦ ରାଶି ଥିବା ବ୍ୟାଗ୍ ଭୁଲିଗଲେ ବ୍ୟକ୍ତି, ସଠିକ୍ ଯାଞ୍ଚ କରି ମାଲିକଙ୍କୁ ଫେରାଇଲା…
ଦିଲ୍ଲୀ ମେଟ୍ରୋର ସୁରକ୍ଷାରେ ନିୟୋଜିତ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ଆର୍କେ ଆଶ୍ରମ ମେଟ୍ରୋ ଷ୍ଟେସନରେ ଏକ ସନ୍ଦିଗ୍ଧ ବ୍ୟାଗ ପାଇଥିଲେ, ଯେଉଁଥିରେ ଥିଲା ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା। ଏହି ଟଙ୍କା ଭର୍ତ୍ତି ବ୍ୟାଗ୍କୁ ଏହାର ଅସଲି ମାଲିକଙ୍କୁ ଫେରାଇ ଦିଆଯାଇଛି।
ସିଆଇଏସ୍ଏଫ୍ ଏକ…