Browsing Tag

cash and gold

ବିଳମ୍ବିତ ରାତିରେ ଘରେ କଳାକନା ବୁଲାଇଲା ଚୋର, ହେଲେ ଛାଡ଼ିଦେଇ ଗଲା ଗାମୁଛା

ଚୋରି କରିବା ପରେ କୌଣସି ବି ଚୋର ନିଜ ପଛରେ କିଛି ପ୍ରମାଣ ଛାଡିନଥାଏ । ହେଲେ ଏଠି ଘଟଣା ଟିକେ ଅଲଗା । ଘରେ କଳାକନା ବୁଲାଇବା ପରେ ନିଜ ଗାମୁଛା ଛାଡ଼ି ଦେଇଯାଇଛି ଏ ଚୋର । ଗଡ଼ରେଜ୍ ଭାଙ୍ଗି ଟଙ୍କା ସୁନା ଗହଣା ନେଇ ଛୁ ମାରିଲେ ହେଲେ ପଛରେ ଛାଡ଼ିଦେଇ ଗଲେ ଗାମୁଛା । ଏପଟେ ଘର ଯାକ ଛିନ୍…

ଭାଇରାଲ ଗାର୍ଲ ମୋନାଲିସାଙ୍କ କାର୍ ଦେଖି ଲୋକେ ଚମକି ଗଲେ

ସୁନାରେ ଛାଇ ଯାଇଛନ୍ତି, ବୁଲୁଛନ୍ତି କୋଟିଏ ଟଙ୍କା କାରରେ, ଆଉ ଚେହେରାର ଚମକ ଚାନ୍ଦ ଚମକିଲା ପରି । ଲାଗୁଛି ଯେପରି ବ୍ୟୁଟି ପାର୍ଲରକୁ ନିଜ ଘରକୁ ନେଇ ଆସିଛନ୍ତି । ଭାଗ୍ୟ ତାଙ୍କର ଏମିତି ଚମକିଲା, ଯିଏ ଦେଖିଲେ ସେ ଏବେ ମିଡ଼ିଆ ଆଗକୁ ଯାଇ ତାଙ୍କ ବିଷୟରେ କିଛି କହିବାକୁ ଚାହୁଁଛନ୍ତି ।…

ଅଭିନବ ଢଙ୍ଗରେ ଲୁଟ ! ସିସିଟିଭିକୁ ଶାଢ଼ୀରେ ଢାଙ୍କି ଲକ୍ଷାଧିକ ଟଙ୍କା ସହିତ ସୁନା ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ

ଉଦଳା : - କବାଟ ତାଲା ଭାଙ୍ଗି ଘରେ ପଶିଲେ, ଶୁଖୁଥିବା ଶାଢ଼ୀକୁ ନିଜେ ଢାଙ୍କି ହୋଇ ଘର ଭିତରକୁ ଗଲା। ବାଡ଼ିରେ ଶାଢୀକୁ ସିସିଟିଭିରେ ଢାଙ୍କି ଘରେ ବୁଲାଇଲେ କଳାକନା। ଉଦଳା ଥାନା ଏନଏସି ୪ ନମ୍ବର ୱାର୍ଡରେ ହୋଇଛି ଲୁଟ। ଶିକ୍ଷକ ଦୈତାରୀ ବିନ୍ଧାଣୀ ମେଡିକାଲ କାମରେ ବାଲେଶ୍ୱର ଯାଇଥିବା ବେଳେ…

ଏହି ଅକ୍ଷୟ ତୃତୀୟାରେ ଗ୍ରାହକଙ୍କୁ ମିଳିବ ଖାସ୍‌ ଭେଟି, PhonePe ରେ ସୁନା କିଣିଲେ ମିଳିବ ଦମଦାର କ୍ୟାସବ୍ୟାକ୍

ଅକ୍ଷୟ ତୃତୀୟା ପର୍ବ ୨୨ ଏପ୍ରିଲ ୨୦୨୩ ରେ ପାଳନ କରାଯିବ। ଏହି ଅବସରରେ ମୂଲ୍ୟବାନ ଜିନିଷ କ୍ରୟ ଏବଂ ଧାନଧର୍ମ କାର୍ଯ୍ୟ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଏହି ଦିନ ସୁନା କିଣିବା ସବୁଠାରୁ ଶୁଭ ବୋଲି ବିବେଚନା କରାଯାଏ । ଏଥି ସହିତ ଅକ୍ଷୟ ତୃତୀୟାର ଶୁଭ ଅବସରରେ ଆପଣ ଏକ ଆପ୍ ସୁନା କ୍ରୟ…

ଘରେ କେତେ ଟଙ୍କା ରଖିଲେ ଭିଜିଲାନ୍ସ ଧରିବନି ? କେତେ ରଖିପାରିବେ ଟଙ୍କା ଓ ସୁନା ?

ପଶ୍ଚିମବଙ୍ଗରେ ପୂର୍ବରୁ ରହିଆସିଥିବା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କର ଅତି ନିକଟତର କୁହାଯାଉଥିବା ଅର୍ପିତା ମୁଖାର୍ଜୀଙ୍କ ଘରୁ ଏବେ ଏବେ ୫୦କୋଟିରୁ ଅଧିକ କ୍ୟାସ ଓ ୫କେଜି ପାଖାପାଖି ସୁନା ଜବତ ହୋଇଛି । ଯେଉଁଥିପାଇଁ ଏକ ବଡ ଘୋଟାଲା ସାମନାକୁ ଆସିଛି । ଆଉ ଏଭଳି ଘଟଣା ନୂଆ ନୁହେଁ । ପୂର୍ବରୁ…