Browsing Tag

CDMO

କେନ୍ଦୁଝର ଶିଶୁ ମୃତ୍ୟୁ ମାମଲା: ଗତ ୨୪ ଘଣ୍ଟା ମଧ୍ୟରେ ୬ ନୁହେଁ ୪ ଶିଶୁଙ୍କର ମୃତ୍ୟୁ ଘଟିଥିବାର କହିଲେ CDMO

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ SNCUରେ ୬ ଜଣ ନବଜାତକଙ୍କ ମୃତ୍ୟୁ ଅଭିଯୋଗରେ ଆଜି ମୁହଁ ଖୋଲିଲେ କେନ୍ଦୁଝର ଜିଲ୍ଲା CDMO ସୁଜାତା ରାଣୀ ମିଶ୍ର। ହେଲେ ଗତ ୨୪ ଘଣ୍ଟା ଭିତରେ ୬ ନୁହେଁ, ବରଂ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଵୀକାର କରି ରିପୋର୍ଟ ମଧ୍ୟ ଦେଇଛନ୍ତି…