ରିଲିଜ୍ ହେଲା ‘ଭୂତ’ର ପ୍ରଥମ ଗୀତ, ଦେଖିବାକୁ ମିଳିଲା ଭୂମି ପେଡନେକରଙ୍କ ଝଲକ
ବଲିଉଡ୍ ଅଭିନେତା ଭିକ୍କି କୌଶଳଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୂତ ପାର୍ଟ ଓ୍ଵାନ: ଦ ହଣ୍ଟେଡ୍ ସିପ୍’ର ପ୍ରଥମ ଗୀତ ଚନ୍ନା ବେ ରିଲିଜ୍ ହୋଇଛି। ରିଲିଜ୍ ହେଉ ହେଉ ଏହି ଗୀତ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ଅଛି। ଲୋକମାନେ ଗୀତକୁ ଖୁବ୍ ଆଗ୍ରହର ସହ ଦେଖୁଥିବା ଜଣାଯାଇଛି।…