Browsing Tag

charging

ଫୋନ ଚାର୍ଜରେ ଲଗାଇ ଶୋଉଥିଲେ ସାବଧାନ, Apple ଦେଲା ବଡ଼ ଚେତାବନୀ

କଣ ଆପଣ ଶୋଇଲା ବେଳେ ନିଜ ଫୋନ ଚାର୍ଜରେ ଲଗାଇ ଶୋଉଛନ୍ତି କି ? ଏଭଳି ଅଭ୍ୟାସ ଥିଲେ ସାବଧାନ ହୋଇଯାଆନ୍ତୁ । ଖାସ କରି Apple ନିଜର ୟୁଜର୍ସଙ୍କୁ ଏନେଇ ଏକ ବଡ଼ ଚେତାବନୀ ଦେଇଛି । ଆପଣ ନିଜ ଫୋନକୁ ଯେଉଁଠାରେ ଚାର୍ଜ କରୁଛନ୍ତି ସେହି ସ୍ଥାନରେ ଶୋଇବା ବହୁତ ବିପଜ୍ଜନକ ବୋଲି କମ୍ପାନୀ କହିଛି ।…

କମ ସମୟରେ ଚାର୍ଜ ହେବ ଫୋନ, କେବଳ କରନ୍ତୁ ଏହି ଜରୁରୀ କାମ

ସ୍ମାର୍ଟଫୋନ ୟୁଜର୍ସମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ବୈଜ୍ଞାନିକମାନେ ଏକ ନୂଆ ଟେକ୍ନୋଲୋଜିର ବିକାଶ ସହିତ ଚାର୍ଜିଂରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନେଇଛନ୍ତି । ଏହି ଟେକ୍ନୋଲୋଜି ସ୍ମାର୍ଟଫୋନରେ ଭଲ ଚାର୍ଜିଂ ଏବଂ ଅଧିକ ବ୍ୟାଟେରୀ ଲାଇଫ ପାଇଁ ସୁବିଧା ଦେବ । ସ୍ମାର୍ଟଫୋନ…

ବ୍ୟାଟେରୀର ବୟସ ୨୮ବର୍ଷ, ଖାଲି ଇଲେକ୍ଟ୍ରୋନିକ ଡିଭାଇସ କଣ ବିଜୁଳି ମଧ୍ୟ ପାଇବେ

ବର୍ତ୍ତମାନର ଯୁଗକୁ ସ୍ମାର୍ଟ ଯୁଗ କୁହାଯାଉଛି । ଆଉ ଏହି ସ୍ମାର୍ଟ ଯୁଗରେ ସ୍ମାର୍ଟନେସ ମସିନକୁ ନେଇ । ଏବେର ସମୟରେ ମଣିଷ ଯେମିତି ଇଲେକ୍ଟ୍ରୋନିକ ମସିନ ଉପରେ ପୁରା ନିର୍ଭରଶୀଳ । ସେ ସ୍ମାର୍ଟଫୋନ ହେଉ କି ଗାଡି, ସ୍ମାର୍ଟୱାଚ ସହ ଅନ୍ୟାନ୍ୟ ଡିଭାଇସ ଏବେ ସବୁକିଛି ବ୍ୟାଟେରୀରେ ଚାଲୁଛି ।…

ମୋବାଇଲରେ ଭିଡିଓ ଗେମ ଖେଳିବା ସମୟରେ ଲାଗିଯାଇଥିଲା ନିଦ, ସକାଳୁ ଶେଯରୁ ମିଳିଲା ଶବ

ମୋବାଇଲ ଚାର୍ଜରେ ବସାଇ ବ୍ୟବହାର କରିବା ପ୍ରକୃତରେ କେତେ କ୍ଷତିକାରକ ହୋଇପାରେ ତାହା ଆପଣ ଏହି ଖବର ପଢିବା ପରେ ନିଶ୍ଚିତ ବୁଝିପାରିବେ । କାରଣ ଥାଇଲାଣ୍ଡର ଜଣେ ୨୫ ବର୍ଷୀୟ ଯୁବକ ମୋବାଇଲକୁ ଚର୍ଜାରେ ବସାଇ ଗେମ ଖେଳୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଛି । ସୂଚନା ଅନୁଯାୟୀ…

ଅସଲି ନାଁରେ ବିକ୍ରି ହେଉଛି ନକଲି ଚାର୍ଜର, ଯଦି ଧୋକା ଖାଇବା ପାଇଁ ଚାହୁଁ ନାହାନ୍ତି ତ ପଢ଼ନ୍ତୁ ଏହି ଖବର

ବର୍ତ୍ତମାନ ସମୟରେ ମୋବାଇଲ ପ୍ରତ୍ଯେକ ବ୍ଯକ୍ତିଙ୍କ ଦୈନନ୍ଦିନ ଅବଶ୍ଯକତାରେ ପରିବର୍ତ୍ତନ ହୋଇଯାଇଛି। ଦେଖିବାକୁ ଗଲେ ମୋବାଇଲକୁ ଲୋକଙ୍କ  ଲାଇଫ ଲାଇନ୍ ଭାବେ ଗଣାଯାଉଛି। ଏବେ ଛୁଆ ଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ଯନ୍ତ ସମସ୍ତେ ମୋବାଇଲ ବ୍ଯବହାର କରୁଛନ୍ତି। ମୋବାଇଲ ବ୍ଯବହାର ସହ ବଢ଼ୁଛି ମୋବାଇଲ…