ଇୟରବର୍ଡ ପାଇଁ ଜୁନିଅର’ୱାର୍ଲ୍ଡ ମିଟ’ ରୁ ବହିଷ୍କୃତ ହେଲେ ଭାରତୀୟ ଚେସ ଖେଳାଳି ପ୍ରିୟଙ୍କା ନୁତାକ୍କି
ବିଶ୍ୱ ଚେସ ଫେଡେରେସନ୍ (FIDE) ଅନୁଯାୟୀ ଭାରତର ମହିଳା ଗ୍ରାଣ୍ଡମାଷ୍ଟର ପ୍ରିୟଙ୍କା ନୁତାକ୍କିଙ୍କୁ ବର୍ତ୍ତମାନ ଇଟାଲୀରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଜୁନିୟର ଚେସ୍ ଚାମ୍ପିଅନସିପରୁ ବହିଷ୍କୃତ କରାଯାଇଛି। ଯାହାର କାରଣ ସାଜିଛି ସାମାନ୍ୟ ଇୟରବଡ।
୨୦ ବର୍ଷୀୟ ପ୍ରିୟଙ୍କା (ELO ରେଟିଂ…