Browsing Tag

chhadakhai celebration

ଆଜି ଛାଡଖାଇ : ଘରେ ଘରେ ଜମିବ ମାଛ ମାଂସର ଆସର

ଭୁବନେଶ୍ୱର (କେନ୍ୟୁଜ): ସରିଲା ଧର୍ମ ମାସ କାର୍ତ୍ତିକ । ଘରେ ଘରେ ଜମିବ ମାଛ ମାଂସର ଆସର । ମାସ ତମାମ ନିଷ୍ଠାର ସହ ନିରାମିଷ ଖାଦ୍ୟ ଖାଇଥିଲେ ଲୋକେ । ଆଉ ଅପେକ୍ଷା ଥିଲା ଛାଡଖାଇକୁ । ପଞ୍ଚୁକ ପରେ ପାଟିରେ ଟିକେ ଆଇଁସ ବାଜିବ। କିନ୍ତୁ ମଙ୍ଗଳବାରେ ଛାଡ଼ଖାଇ ପଡ଼ୁଥିବାରୁ ଆମିଷ ବେପାର ଟିକେ…

ସରିଲା କାର୍ତ୍ତିକ : ଆଜି ଛାଡ଼ଖାଇ, ଆମିଷ ବଜାରରେ ଲୋକଙ୍କ ଭିଡ଼

ଭୁବନେଶ୍ୱର (କେନ୍ୟୁଜ): ଆଜି ଛାଡ଼ଖାଇ । କାର୍ତ୍ତିକ ମାସରେ ଲୋକେ ଆମିଷ ଛାଡ଼ି କାର୍ତ୍ତିକ ବ୍ରତ ପାଳିଥିଲେ । ତେଣୁ ମାସକ ପରେ ପାଟିରେ ବାଜିବ ଆମିଷର ସ୍ୱାଦ । ସାଧାରଣତଃ ଛାଡ଼ଖାଇରେ ଆମିଷର ଚାହିଦା ଅନ୍ୟଦିନ ଅପେକ୍ଷା ଅଧିକ ରହିଥାଏ । ତେଣୁ ସକାଳୁ ସକାଳୁ ଆମିଷ ବଜାରରେ ଲୋକଙ୍କ ଖଚାଖଚ୍‌…

କଟକ ଜିଲ୍ଲା ନରସିଂହପୁର ଥାନା ପରିସରରେ ଛାଡ଼ଖାଇ ଉତ୍ସବ, ୭ଦିନ ଧରି ଚାଲିବ ମେଳା

କଟକ : ନରସିଂହପୁର ବ୍ଳକ୍ ଥାନା ପରିସରରେ ବେଶ୍‌ ଧୁମଧାମରେ ଚାଲିଛି ଛାଡ଼ଖାଇ ଯାତ୍ରା । ଥାନା ପରିସରରେ ଥିବା ତ୍ରିନାଥ ଠାକୁରଙ୍କର ୫୨ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଏହି ଯାତ୍ରା ଆୟୋଜନ କରାଯାଇଛି । ୭ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରାର ବେଶ୍‌ ମଜା ନେଉଛନ୍ତି ଦର୍ଶକ। ପ୍ରତିବର୍ଷ…