Browsing Tag

chhatisha nijoga meeting in srimandira

ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଗସ୍ତ ନେଇ ବସିଲା ଛତିଶା ନିଯୋଗ ବୈଠକ, କୋଭିଡ୍‌ କଟକଣା ମଧ୍ୟରେ ହେବ ସମସ୍ତ କାର୍ଯ୍ୟ

ପୁରୀ(କେ.ନ୍ୟୁଜ): ୨୨ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ପୂର୍ଣ୍ଣ କୋଭିଡ୍‌ କଟକଣା ମଧ୍ୟରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ରାଷ୍ଟ୍ରପତି ମଧ୍ୟାହ୍ନ ୧୨ଟାରୁ ଅପରାହ୍‌ଣ ୧ ଟା ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ନେଇ ଆପାତତଃ ସ୍ଥିର କରାଯାଇଛି…

ଆଜି ଛତିଶା ନିଯୋଗ ବୈଠକ, ଶ୍ରୀମନ୍ଦିର ସଂସ୍କାର ଓ ବିଭିନ୍ନ ପ୍ରସଙ୍ଗରେ ହେବ ଆଲାଚନା ହେବ ଆଲୋଚନା

ଆଜି ପୁରୀରେ ବସୁଛି ଛତିଶା ନିଯୋଗ ବୈଠକ। ପହିଲି ଭୋଗ ନୀତି, ମକର ସଂକ୍ରାନ୍ତି, ସୂର୍ଯ୍ୟପରାଗ ଏବଂ ନୂଆବର୍ଷ ନୀତିକାନ୍ତି ସଂକ୍ରାନ୍ତରେ ବୈଠକରେ ଆଲୋଚନା କରାଯିବ। ଦିନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ…