Browsing Tag

chhatrapur delhi

ଏବେ ଭଡ଼ାଟିଆ ଦେବେ ନିଜର ସଠିକ ପ୍ରମାଣ ପତ୍ର, ପୋଲିସ ପକ୍ଷରୁ ଦିଆଗଲା କଡ଼ା ଚେତାବନୀ

ଦିଲ୍ଲୀ ଏନସିଆର ଇଲାକାରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏବେ ନୂଆ ନିୟମ ଲାଗୁ କରାଯାଇଛି। ଏଠାରେ ଭଡ଼ାରେ ରହୁଥିବା ଲୋକଙ୍କ ପାଇଁ ନୂଆ ରୁଲ ଲାଗୁକରାହେବାକୁୁ ଯାଉଛି। ସୁରକ୍ଷାରକାମ ଉଭୟ ପୋଲିସ ଓ ଜନତାଙ୍କର ।ତେଣୁ ଏବେ ଭଡ଼ାଟିଆଙ୍କ ସମ୍ପର୍କରେ ବିଶେଷ ସୂଚନା ଘର ମାଲିକଙ୍କ ପାଖରେ ରହିବ। ଏହାପରେ…

ଘରୋଇ କଳି ଯୋଗୁଁ ସ୍ବାମୀକୁ ମାରି ଫେସବୁକରେ ପୋଷ୍ଟ କଲେ ମହିଳା, ତା’ପରେ କଲେ ଏମିତି କାମ

ଦିଲ୍ଲୀରେ ଜଣେ ୩୬ ବର୍ଷୀୟ ମହିଳା ନିଜ ସ୍ବାମୀକୁ ମାରି ଫେସବୁକରେ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟ କରିବା ପରେ ନିଜେ ମଧ୍ୟ ଆତ୍ମହତ୍ଯା କରିବାକୁ ଉଦ୍ଯମ କରିଛନ୍ତି। ପଡୋଶୀ ଏବଂ ଘର ମାଲିକ ପୋଲିସକୁ ଫୋନ କରି ଜଣାଇବା ପରେ ଘଟଣା ସାମ୍ନାକୁ ଆସିଥିଲା। ସୂଚନାଯୋଗ୍ଯ, ଦିଲ୍ଲୀ ଛତ୍ରପୁର…